ଖରିଫ ଧାନ କିଣାରେ ଅନିୟମିତତା : ଚାଷୀର ଧାନ ପେକ୍ସ ଗୋଦାମରେ, ବେପାର ଧାନ ମିଲ୍ ଭିତରେ
୫ଟି ପେକ୍ସରେ ପଡ଼ି ରହିଛି ୬ହଜାର ବସ୍ତା ଧାନ- ମଣ୍ଡି ଖୋଳିଛି, ଧାନ କିଣା ଆରମ୍ଭ ହୋଇନି- ୫ କେଜି କଟିଙ୍ଗ ପାଇଁ ଜିତ୍ ଧରିଛି ମିଲର୍ସ
ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ଗତ ୧୮ ତାରିଖରୁ ଆନୁଷ୍ଠାନିକ ଭାବେ ଖରିଫ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଦେଓଗାଁ ବ୍ଳକରେ ଏହି!-->!-->!-->…
Read More...
Read More...