csstore

ଶୈଲେନ୍ଦ୍ର ସାହୁ ଦେଓଗାଁ ବ୍ଲକ ଯୁବ ବିଜେଡି ସଭାପତି ଭାବେ ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଶୈଲେନ୍ଦ୍ର ସାହୁ (ନାଡୁ)ଙ୍କୁ ରାଜ୍ୟ ଯୁବ ବିଜେଡ଼ି ସଭାପତି ଡ. ବୈମକେସ ରାଏ ମନୋନିତ କରିଥିବା ଜଣାପଡ଼ିଛି । ଶ୍ରୀଯୁକ୍ତ ସାହୁ ପୂର୍ବରୁ ମଧ୍ୟ ଦେଓଗାଁ ବ୍ଲକ ବିଜେଡ଼ି ଯୁବ ସଭାପତି ଦାୟିତ୍ବରେ ଥିଲେ । ରାଜ୍ୟ ବିଜେଡି ରାଜ୍ୟ ଯୁବସଭାପତି ତାଙ୍କ ଉପରେ ଅସୁସ୍ଥା ପ୍ରକଟ କରି ସଂଗଠନକୁ ଆଗେଇ ନେବା ପାଇଁ ବିଶ୍ବାସ ରଖିଥିବାରୁ କୃତାଜ୍ଞତା ଜଣାଇ ଆଗାମୀ ଦିନରେ ଦଳକୁ ସମ୍ମାନଦେବା ସହ ଦଳର କାର୍ୟ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ କରିବାକୁ ସବୁ ପ୍ରକାର ଉଦ୍ୟମ କରିବେ ବୋଲି କହିଛନ୍ତି । ଦଳ ତାଙ୍କ ପ୍ରତି ଅସ୍ଥା ରଖିଥିବାରୁ ଜିଲ୍ଲା ବିଜେଡ଼ି ସଭାପତି ଟୁକୁନି ସାହୁ, ଯୁବ ସଭାପତି ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.