Browsing Tag

deogaon news

ସୁନା ବ୍ୟବସାୟୀ ନିଖୋଜ ଘଟଣା : ନିଖୋଜ ହେବାର ୧୭ଦିନ ପରେ ମୁଦଘାଟ-ଚିପାକାନୀ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କଲା ପୁଲିସ

ମୃତ ଦେହ ପାଖେ ରହିଛି ମୃତକଙ୍କ ବାଇକ୍ : ଗୁପ୍ତଧନ ପାଇଁ ହତ୍ୟା ସନ୍ଦେହ, ତଦନ୍ତ କରୁଛି ପୁଲିସ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧୀନରେ ଥିବା ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀର ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନାର ସୀମା ମୁଦଘାଟ-ଚିପାକାନି ଜଙ୍ଗଳରେ…
Read More...

ଡଙ୍ଗରପଡ଼ା କାନ୍ଦୁଲ ବୁଢ଼ା କ୍ରିକେଟ କ୍ଳବ୍ ପକ୍ଷରୁ ଦୁଇ ଦିନିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ପୁଲସଖଣ୍ଡକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତର ଡ଼ଙ୍ଗରପଡ଼ାରେ କାନ୍ଧୁଲବୁଢ଼ା କ୍ରିକେଟ କ୍ଲବ ଦ୍ବାରା ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ଖେଳ ବଉଦିଆପାଲି ଓ ପୁଲସଖଣ୍ଡ ମଧ୍ୟରେ…
Read More...

ବିଦ୍ୟୁତ ବିଭାଗର ଅଜବ ନୀତି : ୧୨ ଦିନ ହେଲା ଅନ୍ଧାରରେ ରହୁଛନ୍ତି ୩୫ ପରିବାର ସହ ସ୍କୁଲ୍, ପଞ୍ଚାୟତ ଅଫିସ୍,…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗୌଡ଼ଗୋଠ ଗାଁ ତଥା ତୁଷୁରା ସେକ୍‌ସନ୍‌ରୁ ସଂଯୋଗ ହୋଇଥିବା ଗୌଡ଼ଗୋଠ ଗାଁର ୩୫ଟି ପରିବାରକୁ ଗତ ଦଶ ଦିନ ହେଲା ଅନ୍ଧାରେ ରଖାଯାଇଥିବା ଅଭିଯୋଗ ହୋଇଛି । କେବଳ ବିଦ୍ୟୁତ ବିଭାଗର କିଛି କର୍ମଚାରୀଙ୍କ ଯୋଗୁଁ ଏହି ଅସୁବିଧା ହେଉଥିବା…
Read More...

ମୋ ଉପଚାରୀ ବଗିଚା ଯୋଜନାରେ କାମ ଆରମ୍ଭର ୪ ମାସ ପରେ ମଧ୍ୟ ପାରିଶ୍ରମିକ ନ ମିଳିବା ନେଇ ବିଡ଼ିଓଙ୍କୁ ଅଭିଯୋଗ କରିବାର ୨…

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାରଙ୍କ ମୋ ଉପଚାରୀ ବଗିଚା ଯୋଜନାରେ ଦେଓଗାଁ ବ୍ଲକ ଗୌଡ଼ଗୋଠ ପଞ୍ଚାୟତର ୧୫୦ଜଣ ନାମ ପଞ୍ଜିକରଣ କରିଥିଲେ । ସୋମନଙ୍କ ମଧ୍ୟରୁ ୬୦ରୁ ୭୦ଜଣ ହିତାଧିକାରୀ ଗତ ଜୁଲାଇ ମାସରେ ନିଜ ନିଜ ଜମିରେ ନିୟମ ହିସାବରେ ଚାଷ କରିଛନ୍ତି । କିନ୍ତୁ କାମ ଆରମ୍ଭ…
Read More...

ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବା ସହ ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ଦେଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଦିନକୁ ଦିନ ବଢୁଛି ଅରାଜକତା । ଯାହାଫଳରେ ଠିକାକାମରେ ସମ୍ପୃକ୍ତ ଥିବା ରାଜନେତାମାନେ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଛନ୍ତି । ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ଲକ କର୍ମଚାରୀମାନେ…
Read More...

କରୋନା କଟାକଣା ମଧ୍ୟରେ ଭକ୍ତ ଶୂନ୍ୟ ସହ ସମାପ୍ତ ହେଲା ଗିରିଗୋବର୍ଦ୍ଧନ ପୂଜା ଓ ମହୋତ୍ସବ : ଭୀମପାହାଡର ଉନ୍ନତି…

ଦେଓଗାଁ, (ମନୀଷ କୁମାର ସାହୁ): ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ତିଥିରେ ହେଉଥିବା‌ ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଓ ଭୀମଡୁଙ୍ଗୁରୀ ନିକଟରେ ଥିବା ଭୀମପାହାଡ଼ରେ କରୋନା କଟକଣାରେ ଗିରୀଗୋବର୍ଦ୍ଧନ ପୂଜା ଅନୁ‌ଷ୍ଠିତ ହୋଇଯାଇଛି । ଯଦିଓ କରୋନା ଯୋଗୁଁ ପୁଲିସ…
Read More...

କାଗଜ କଳମରେ ଚାଳିଛି ଭୂମିହୀନଙ୍କୁ ପଟ୍ଟା ବଣ୍ଟନ : ପଟ୍ଟା ପାଇବାର ୨୨ବର୍ଷ ପରେ ମଧ୍ୟ ଚିହ୍ନଟ ହୋଇନି ଜାଗା : ଘର…

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷ ବର୍ଷ ହେଲା ହାତରେ ପଟ୍ଟା ଧରି ଜାଗାକୁ ଅନାଇ ବସିଛନ୍ତି ଭୂମିହୀନ । କେନ୍ଦ୍ର ଓ ରାଜ୍ୟ ସରକାର ଭୂମିହୀନଙ୍କୁ ଜାଗା ଦେବା ପାଇଁ ଅନେକ ଗୁଡ଼ିଏ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ପଟ୍ଟା ଧରାଇ ଦେଇ ଜାଗା ଚିହ୍ନ କରୁ ନଥିବାରୁ ଭୂମିହୀନଙ୍କୁ ଜାଗା ଦିଆ…
Read More...

ଖଲିଆପାଲିରେ ୧୫୪ତମ ବିର୍ସାମୁଣ୍ଡା ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଆଦିବାସୀ ସଂଘ ପକ୍ଷରୁବିର୍ସାମୁଣ୍ଡାଙ୍କ ୧୫୪ତମ ଜୟନ୍ତୀ ପାଳନ ସିଂହାମୁଣ୍ଡା ପଞ୍ଚାୟତ ଖଲିଆପାଲିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକ କଳାକାର ସଂଘ ଉପ ସଭାପତି ସୁଦାମ ଚରଣ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।…
Read More...

ବେଆଇନ ବାଲି ଚୋରା ଚାଲାଣ : ୪ ଟ୍ରାକ୍ଟରରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳ ୭ଟା ସମୟରେ ସୋନଗଡ଼ ନଦୀର ଚନ୍ଦ୍ରପୁର ବାଲି ଘାଟରୁ ବେଆଇନ ଭାବେ ଚେରା ଚାଲାଣ ହେଉଥିବା ବିରେନ ଦଲାଇଙ୍କ ନୂତନ ଟ୍ରାକ୍ଟର ନମ୍ବର ବିହୀନ, ବିକାଶ ଦଲାଇଙ୍କ ଟ୍ରାକ୍ଟର ନମ୍ବର ଓଡି ୦୩ ବି ୭୭୮୦, ରାବିନ୍ଦ୍ର ସାଙ୍କ ଟ୍ରାକ୍ଟର ନମ୍ବର ଓଡି ୦୩ଏମ…
Read More...

ପୁଲିସ ହାତରେ ଲାଗିଲେ ଲୁଟେରା ଦଳ: ଡକାୟତି ଘଟଣାରେ ଜଡ଼ିତ ଥିବା ୭ଜଣ କୋର୍ଟ ଚାଲାଣ : ୧୧ଟି ବାଇକ, ୭ଟି ମୋବାଇଲ ସହ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଗତ ଦୁଇ ମାସ ଭିତରେ ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରୀ, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସିଡିପିଓ ଶ୍ରୀମନ୍ତ ବାରିକ…
Read More...