Browsing Tag

deogaon news

ବେଆଇନ ମୋରୁମ ଚୋରାଚାଲାଣ ବେଳେ ୨୦ହଜାର ଟଙ୍କା ଜରିମାନା ଆଦାୟ କଲେ ତହସିଲଦାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାରଙ୍କ ନିର୍ଦେଶ କ୍ରମେ ଦେଓଗାଁ ସୁନାଆଡ଼କି ନିକଟରେ ଥିବା ଏମଆଇପିରେ ଏକ ଜେସିବି ଓଡ଼ି୦୩ଜି ୯୭୦୬ ସାହାଯ୍ୟରେ ହାୱାଇ ଗାଡ଼ି (ଓଡି୦୩ଏନ୬୮୦୬)ରେ ମୋରୁମ ଲୋଡ଼ ହେଉଥିବା ସମୟରେ ଜରାସିଂହା ଆରଆଇ ତଥା ସୁପରଭାଇଜର ଅଧୀର ନାୟକ ଅଟକ ରଖି ତହସିଲଦାର
Read More...

କ୍ରେନ୍‌ – ବାଇକ୍ ମୁହାମୁହିଁ ଘଟଣା : ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ, ବୁର୍ଲା ଯିବା ବେଳେ ଜଣେ ଓ ବୁର୍ଲାରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ- ତୁଷୁରା ରାସ୍ତାର ରେଲୱେ ଫାଟକ ଓ ଡଙ୍ଗାପଥର ଗାଁ ମଝିରେ କ୍ରେନ ସହ ସାମ୍ନା ପଟରୁ ଧକ୍କା ହେଲା ବାଇକ । ଯାହାଫଳରେ ବାଇକରେ ଥିବା ତିନି ଯୁବକଙ୍କ ମଧ୍ୟରୁୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତର
Read More...

କ୍ରେନ୍‌ ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ : ଦୁଇ ଗୁରୁତର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ତୁଷୁରା ରାସ୍ତାର ଡଙ୍ଗାପଥର ଗାଁ ନିକଟରେ ବାଇକକୁ ସାମ୍ନା ପଟରୁ ଧକ୍କାଦେଲା କ୍ରେନ୍‌ । ଯାହା ଫଳରେ ବାଇକରେ ଥିବା ତିନି ଯୁବକଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକମାନଙ୍କୁ ବଲାଙ୍ଗିର ଭୀମ
Read More...

ନଦୀକୂଳେ ଥାଇ ପିଉଛନ୍ତି ଫ୍ଲୋରାଇଡ଼ ଯୁକ୍ତ ପାଣି, ଯୁବକମାନେ ଦିଶୁଛନ୍ତି ବୁଢ଼ା ଭଳି : ୬୦ ବେଳକୁ ହେଉଛ‌ନ୍ତି…

ଷ୍ଟାଣ୍ଡ ପୋଷ୍ଟ ଦେଖି ମେଣ୍ଟୁଛି ୨୫୦ ଲୋକଙ୍କ‌ ଶୋଷ : ଜରାଜୀର୍ଣ୍ଣ ହୋଇ ପଡ଼ିଥିବା କୂଅକୁ ଉଦ୍ଧାର ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷ ପୂର୍ବରୁ ପିଇବା ପାଣିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଦେଓଗାଁବାସୀ । ଦାବୀ ମୁତାବକ ସରକାର ଗୋଟେ ପରେ‌ ଗୋଟେ ପ୍ରକଳ୍ପ କାମ
Read More...

କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ ‘ପ୍ରୟାସ’ ପକ୍ଷରୁ କୁତୁର୍ଲା ପଞ୍ଚାୟତର ବିଭିନ୍ନ ଗାଁରେ ଶହେ ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୩ଟା ସମୟରେ ଦେଓଗାଁ ବ୍ଳକ କୁତୁର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ‘ପ୍ରୟାସ’ ପକ୍ଷରୁ କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ କୁତୁର୍ଲା ପଞ୍ଚାୟତ କୁତୁର୍ଲା, ସାରସବାହାଲ, ମୁରସିଂ, ବହଲି ଗାଁର ଶହେ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା
Read More...

ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରାକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ଜାତୀୟ ରାଜପଥରେ ପିକେଟିଂ କଲେ କଂଗ୍ରେସ କର୍ମୀ

ଦେଓଗାଁ, (ମନୀଷ କୁମାର ସାହୁ) : ସର୍ବ ଭାରତୀୟ ମିଳିତ ଟ୍ରେଡ଼ ୟୁନିୟନ ଦେଇଥିବା ଭାରତ ବନ୍ଦ ଡାକରାକୁ ଦେଓଗାଁ କଂଗ୍ରେସ ସମର୍ଥନ କରିଛି । ଜାତୀୟ ରାଜପଥ ୨୬ ଦେଓଗାଁ ବସଷ୍ଟାଣ୍ଡରେ କଂଗ୍ରେସ କର୍ମୀମାନେ ଗାଡ଼ି ମଟରକୁ ବନ୍ଦ କରିଥିଲେ । ବ୍ଲକ କାର୍ୟ୍ୟଳୟ, ତହସିଲ ଅଫିସ, ସହ ସମସ୍ତ ସରକାରୀ
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିବା ଗିରୀଶ ଚନ୍ଦ୍ର ପାତ୍ରଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା କୁହାଯାଉଛି। ଏନେଇ ଯନ୍ତ୍ରୀ ରହୁଥିବା
Read More...

ରାମଚନ୍ଦ୍ରପୁରରେ ଚତୁର୍ଥ ବର୍ଷିକ ବୀର ବଜରଙ୍ଗବଲୀ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ : ଟ୍ରାଇବ୍ରେକରରେ ନକ୍‌ଟାସରକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ବାର୍ଷିକ ବୀର ବଜରଙ୍ଗବଲୀ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୮ଟି ଯଥା
Read More...

ସୁନା ବ୍ୟବସାୟୀ ନିଖୋଜ ଘଟଣା : ନିଖୋଜ ହେବାର ୧୭ଦିନ ପରେ ମୁଦଘାଟ-ଚିପାକାନୀ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କଲା ପୁଲିସ

ମୃତ ଦେହ ପାଖେ ରହିଛି ମୃତକଙ୍କ ବାଇକ୍ : ଗୁପ୍ତଧନ ପାଇଁ ହତ୍ୟା ସନ୍ଦେହ, ତଦନ୍ତ କରୁଛି ପୁଲିସ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧୀନରେ ଥିବା ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀର ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନାର ସୀମା ମୁଦଘାଟ-ଚିପାକାନି ଜଙ୍ଗଳରେ
Read More...

ଡଙ୍ଗରପଡ଼ା କାନ୍ଦୁଲ ବୁଢ଼ା କ୍ରିକେଟ କ୍ଳବ୍ ପକ୍ଷରୁ ଦୁଇ ଦିନିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ପୁଲସଖଣ୍ଡକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତର ଡ଼ଙ୍ଗରପଡ଼ାରେ କାନ୍ଧୁଲବୁଢ଼ା କ୍ରିକେଟ କ୍ଲବ ଦ୍ବାରା ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ଖେଳ ବଉଦିଆପାଲି ଓ ପୁଲସଖଣ୍ଡ ମଧ୍ୟରେ
Read More...