Browsing Tag

delanga news

ଗାଁ କଲ୍ୟାଣ ସମିତି ପକ୍ଷରୁ କୋଭିଡ ଜନସଚେତନତା ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅର୍ନ୍ତଗତ ବେରବୋଇ ଗ୍ରାମପଂଚାୟତର ଡଁପୁର ଗାଁ କଲ୍ୟାଣ ସମିତି ଓ ଗ୍ରାମ୍ୟ କୋଭିଡ ପରିଚାଳନା କମିଟିର ସହଯୋଗରେ ୨ୟ ଲହର କୋଭିଡ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ସଚେତନତା ରଥ ପରକ୍ରମା କରାଯାଇଛି । ଅଙ୍ଗନୱାଡି କର୍ମୀ
Read More...

ସିଂହବ୍ରହ୍ମପୁର ପଂଚାୟତରରେ ୧୮୮ଜଣ ଚାଷୀଙ୍କୁ ଫସଲ କ୍ଷୟକ୍ଷତିି ଅର୍ଥ ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ୨୦୨୦ ବନ୍ୟାରେ କେତେକ ପଂଚାୟତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଡେଲାଙ୍ଗ ତହସିଲ ପକ୍ଷରୁ ଏହାର ତଦନ୍ତ କରାଯାଇ କ୍ଷତି ପୂରଣ ପାଇଁ ରିିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଆଜି ସିଂହବହ୍ମପୁର ଗ୍ରାମପଞ୍ଚାୟତର ମଳିଗାଁର
Read More...

ଉର୍ମିଳାଙ୍କ ଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ଧର୍ମପତ୍ନୀ ଉର୍ମିଳା ତ୍ରିପାଠୀ କରୋନାରେ ଆକ୍ରାନ୍ତ ହୋଇ ଗତ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ତାଙ୍କ ଦଶାହ ଉତ୍ସବରେ ଏକ ଶ୍ରଦ୍ଧାଞ୍ଜଳି
Read More...

ଡେଲାଙ୍ଗରେ ଏସୟୁସିଆଇର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିତ୍ୟ ବ୍ୟବହୃତ ସାମଗ୍ର୍ରୀର ଅହେତୁକ ଦରବୃଦ୍ଧି, କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ବିଫଳତା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ମୁଲ୍ୟ ବୃଦ୍ଧି ନେଇ ଏସୟୁସିଆଇ ଡେଲାଙ୍ଗ ବେରବୋଇ ଠାରେ ପ୍ରତିବାଦ ଦିବସ ପାଳନ କରିଛ । ଏଥିରେ
Read More...

ସମବାୟ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମିଲ୍‌ ମାଲିକଙ୍କ ଧାନ କିଣିବାରେ ଅବହେଳା ନେଇ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ, ଡେଲାଙ୍ଗ ଶାଖା ସମ୍ମୁଖରେ ଅଭୟମୁଖୀ ପଚାଂୟତର ବୀର ମକୁନ୍ଦପୁର ସେବା ସମବାୟ ସମିତି ଓ ଜେନାପୁର ଗ୍ରାମପଚାଂୟତର ଚନ୍ଦ୍ରକୋଟ ସେବା ସମବାୟ ସମିତି ଅଧିନସ୍ଥ
Read More...

ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : କେନ୍ଦ୍ର ସରକାରଙ୍କ ଟିକସ ବାହାନାରେ ତୈଳଜାତ ଦ୍ରବ୍ୟ ଯଥା- ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ଦାମ ବୃଦ୍ଧି ପ୍ରତ୍ୟାହାର ଦାବୀରେ ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସକାଳ ୭ ରୁ ୧୧ ଘଟିକା ୪ ଘଣ୍ଟା ସମସ୍ତ ପେଟ୍ରୋଲ
Read More...

ଡେଲାଙ୍ଗରେ ଚାଷୀଙ୍କ ରାସ୍ତାରୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧାନ କିଣିବାରେ ଅବହେଳା ଓ ଅନିୟମିତତା ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଶତାଧିକ ଚାଷୀ ଖୋର୍ଦ୍ଧା ପଟ୍ଟନାୟକିଆ ରାସ୍ତାର ବେରବୋଇ ଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଯାହାଫଳରେ ରାସ୍ତାର ଉଭୟ ପାଶ୍ୱରେ ବହୁସଂଖ୍ୟାରେ
Read More...

ମନୋଜଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଂଚାୟତ ଗଙ୍ଗପୁରପାଟଣା ଗ୍ରାମର ମନୋଜ ବଡଜେନା (୩୬) ଆଜକୁ ପ୍ରାୟ ୬ମାସ ହେଲା ଯକୃତ ଜନିତ ରୋଗରେ ପିଡିତ ଥିଲେ । ସେ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମଇ୩୧ ତାରିଖରେ
Read More...

ବଜ୍ରାଘାତରେ ୧ମୃତ ଓ ୪ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡିଆ) : ବଜ୍ରାଘାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଲ୍ୟାଣପୁର ପଞ୍ଚାୟତ ସେବତିପୁର ପଶ୍ଚିମପାରି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ତେବେ ମୃତକ ଜଣକ ଗାଁର
Read More...

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ସନ୍ତାନ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅର୍ନ୍ତଗତ ଗଡବେଗୁନିଆପଡା ଗ୍ରାମ ନିକଟସ୍ଥଥ ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ସନ୍ତାନକୁ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରଯାଇଛି । ଖଵରରୁ ଜଣାପଡ଼ିଛି ଆଜି ସକାଳ ୫ଟାରେ ସତ୍ୟ ରଞ୍ଜନ ପାତ୍ର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ
Read More...