Browsing Tag

delanga news

ଆନ୍ତର୍ଜାତିକ ନିଶା ମୁକ୍ତି ଓ ଅବୈଧ ତସ୍କରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ପାଳନ କରି ଡେଲାଙ୍ଗ ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା, ଡଁପୁର ପକ୍ଷରୁ ଆନ୍ତର୍ଜାତିକ ନିଶା ମୁକ୍ତି ଓ ଅବୈଧ ତସ୍କରୀ ଦିବସ -୨୦୨୧ ଅବସରରେ ନିଶା ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିିତ ହୋଇଯାଇଛି । ଏଥିରେ ଆଭା
Read More...

ଭର୍ଚ୍ଚୁଆଲ ମାଧ୍ୟମରେ ଡେଲାଙ୍ଗ ପଞ୍ଚାୟତ ସମିତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ): ମହାମାରୀ କରୋନା ସଂକ୍ରମଣରୁ ସୁରକ୍ଷା ସହିତ ସମସ୍ତ ପ୍ରକାର କୋଭିଡ କଟକଣା ମାନି ଗୁରୁବାର ଡେଲାଙ୍ଗ ପଚାଂୟତ ସମିତି ବୈଠକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ଚୁଆଲ ସଭାରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ
Read More...

ଚିକିତ୍ସା ପାଇଁ ସାମ୍ବାଦିକ ଦୀପକଙ୍କୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗବ୍ଲକର ସାମ୍ବାଦିକ ଦୀପକ କୁମାର ମିଶ୍ର ଉଚ୍ଚରକ୍ତ ଚାପ ଜନିତ ବ୍ରେନଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ରବିବାର ସମହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ଗୁରୁତ୍ୱର ଥିବାରୁ ତୁରନ୍ତ ଡାକ୍ତରମାନେ ତାଙ୍କୁ ମଙ୍ଗଳବାର
Read More...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନା କଟକଣା ପାଳନ କରି ଡେଲାଙ୍ଗ ପଚାଂୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ସମିତି ସମ୍ପାଦକ ନିଲମ୍ବିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିିଆ) : ପ୍ରଗତି ସମବାୟ ସମିତିରେ ସଠିକ ସମୟରେ ଧାନ ମଣ୍ଡି ନ ଖୋଲିବା ଓ ମିଲର ଧାନ କିଣିବାକୁ ନ ଆସିବା ଏବଂ ୨୨ ଜଣ ଚାଷୀ ପାଇଥିବା ଟୋକୋନର ଅବଧି ଶେଷ ହୋଇଯିବା ତଥା ସମିତି ସମ୍ପାଦକଙ୍କ ଅସହଯୋଗ ଆଦି ନେଇ ଡେଲାଙ୍ଗ-ପଟ୍ଟନାୟିକିଆ ରାସ୍ତାରେ ଚାଷୀମାନେ
Read More...

ଡେଲାଙ୍ଗରେ ଲଙ୍ଗଳ ଓ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମିଲ ମାଲିକଙ୍କ ଧାନ କିଣିବାରେ ଅବହେଳା ଏବଂ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ଡେଲାଙ୍ଗ ରାସ୍ତାର ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀମାନେ ପ୍ରାୟ ଚାରି ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ
Read More...

ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ସ୍ୱାମୀ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପୁଲିସକୁ ବଡ ସଫଳତା ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ଥିବା ସ୍ୱାମୀକୁ ଭୁବନେଶ୍ୱର ବରମୁଣ୍ଡା ଅଂଚଳରୁ ଅଟୋ ଚଳାଉଥିବା ଅବସ୍ଥାରେ ଗିରଫ କରିଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାଇ ଡେଲାଙ୍ଗ ଥାନା ଅର୍ନ୍ତଗତ ସାଉରିଆ ପଂଚାୟତ ଓଉପଡା
Read More...

ଡେଲାଙ୍ଗ ବିଦ୍ୟୁତ୍‌ର ଲୁଚକାଳି ଖେଳ : ଉପଭୋକ୍ତା ହନ୍ତସନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବିଦ୍ୟୁତ୍‌ ବିଭାଗ ଅଧିନ ଘୋରଡ଼ିଆ ଫିଡର ଉପରେ ନିର୍ଭରଶୀଳ ଉପଭୋକ୍ତାମାନଙ୍କ ପ୍ରତି ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ବୈମାତୃକ ମନୋଭାବ ସଂପ୍ରତି ଚରମ ସୀମାରେ ପହଂଚିଛି । ଆକାଶ ସାମାନ୍ୟ ମେଘାଛନ୍ନ ହେଲେ ସତେ ଯେପରି କାଳ ମାଡ଼ିବସୁଛି ।
Read More...

ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକ କୁଆପଦା ଗ୍ରାମ ପ୍ରସିଦ୍ଧ ବାବା ଶ୍ରୀ ଶ୍ରୀ ବଣିବକ୍ରେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଆଜି ପବିତ୍ର ମିଥୁନ ରଜ ସଂକ୍ରାନ୍ତି ଓ ଶୀତଳଷଷ୍ଠୀ ତଥା ଶିବ ବିବାହ ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ନଡିଆ ଗଛ ରୋପଣ
Read More...

ଅସରାଏ ବର୍ଷାରେ ଘୋରଡିଆ ଗାଁ ଦାଣ୍ଡ ଜଳାର୍ଣ୍ଣବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକର ସର୍ବବୃହତମ ଗ୍ରାମ ଘୋରଡିଆର ମୂଖ୍ୟରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଚଂଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି
Read More...