ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ପରିବାର ପକ୍ଷରୁ ଥାନାରେ ଅଭିଯୋଗ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅର୍ନ୍ତଗତ ବାହ୍ମଣତରାବୋଇ ଗ୍ରାମର ସନାତନ ବେହେରାଙ୍କ ପତ୍ନୀ ବନିତା ବେହେରା(୨୬)ଙ୍କ ବୁଧବାର ରାତିରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ଡେଲାଙ୍ଗ ଥାନା ଅର୍ନ୍ତଗତ!-->…
Read More...
Read More...