csstore

ଶୁଭ୍ରଜ୍ୟୋତି ବରାଳ ହେଲେ ଡେଲାଙ୍ଗ ବ୍ଲକ ଟପ୍ପର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀପୁରୁଷତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭ୍ରଜ୍ୟୋତି ବରାଳ କୁଂଜର ଗ୍ରାମର ହାଇସ୍କୁଲ ପରୀକ୍ଷାରେ ୫୬୩ ନମ୍ବର ରଖି ଡେଲାଙ୍ଗ ବ୍ଲକ ଟପ୍ପର ହୋଇଥିବା ବ୍ଲକ ସହକାରୀ ଶିକ୍ଷାଧିକାରୀ ଯୁଧିଷ୍ଟିର ପରିଡାଙ୍କ ଠାରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.