ପାର୍ବଣ ପୂର୍ବରୁ କଟକ ପୁଲିସର କଡ଼ା ଆଭିମୁଖ୍ୟ : ଦାଦାବଟି ମାଗିଲେ ଥାନାକୁ ଭିଡ଼ିବ ପୁଲିସ’
କଟକ : ପାର୍ବଣ ପାଇଁ ଯଦି କେହି ଜବରଦସ୍ତ ଟଙ୍କା ମାଗୁଛି ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେ’କ୍ଲବ୍ କିମ୍ବା ପୂଜା କମିଟିର କର୍ମକର୍ତ୍ତା ହୁଅନ୍ତୁ ନଚେତ ଅସାମାଜିକ ଯୁବକ, ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ । ଏଭଳି କିଛି କଡ଼ା ଆଭିମୁଖ୍ୟ ଦେଖାଇଛି କଟକ ପୁଲିସ ।!-->…
Read More...
Read More...