Browsing Tag

chhatrapur news

ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଟିର ଆନୁକୂଲ୍ୟରେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର ଗ୍ରାମରେ ରାଜ୍ୟ ଅନୁସୂଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।…
Read More...

ଧର୍ମ ପରାୟଣା ମହିଳାଙ୍କ ଦେହାନ୍ତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଅପରବସଷ୍ଟାଣ୍ଡ ସ୍ଥିତ ଚର୍ଚ୍ଚରୋଡ଼ ଛକ ବାସିନ୍ଦା ଧର୍ମପରାୟଣା ମହିଳା କେ.ତୁଳସୀଆମ୍ମାଙ୍କ ଗତ ସୋମବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ କିଛିଦିନ ଧରି ସାମାନ୍ୟ ଶାରୀରିକ ଅସୁସ୍ଥ…
Read More...

ଜାତୀୟ ଶିଶୁ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀପଦ୍ମ…
Read More...

ଛତ୍ରପୁର ଥାନା ଅଧିକାରୀଙ୍କ ଗେଦେଲ ନାଇଡୁପାଲେମ୍ ଅଞ୍ଚଳ ପରିଦର୍ଶନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମାର ସନିକଟବର୍ତ୍ତୀ ଅଞ୍ଚଳର ଏକ ଛୋଟିଆ ଗାଁ । କିଆବୁଦା, କାଜୁଜଙ୍ଗଲ, ସ୍ୱଳ୍ପ ଝାଉଁ ବାଡ଼, ଫସଲ ଓ ପନିପରିବା ଲାଗିଥିବା ଏକ ସୁନ୍ଦର ଆଦର୍ଶ ଗ୍ରାମ ଅବସ୍ଥିତ, ଗେଦଲ ନାଇଡୁପାଲେମ୍ ଅବା ଲୋକମୁଖରେ ପରିଚିତ ଛତ୍ରପୁର ସହରର ପ୍ରାରମ୍ଭ ଗାଁ…
Read More...

ଛତ୍ରପୁର ସହରରେ ଲଗାଣ ବର୍ଷାରେ ଡ୍ରେନେଜ ସମସ୍ୟା ସଙ୍ଗୀନ

ଛତ୍ରପୁର ସହରର ୧୦ ଓ ୧୧ ନମ୍ବର ୱାର୍ଡରେ ଡ୍ରେନ ଭାଙ୍ଗି ଲୋକଙ୍କ ଘରେ ଆଣ୍ଠୁଏ ପାଣି ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଡ୍ରେନେଜ ସମସ୍ୟା ଲାଗିରହିଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ହେତୁ ଲୋକଙ୍କ ନାହିଁ ନଥିବା ସମସ୍ୟା ଦେଖାଦେଇଛି । ସହରରେ ପରିମଳ ବ୍ୟବସ୍ଥା…
Read More...

ମହାବୀର ମନ୍ଦିରରେ ମାସିକ ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ ଅନୁଷ୍ଠିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ ନିକଟସ୍ଥ ମହାବୀର ନଗରର ମହାବୀର ସଙ୍କଟ ମୋଚନ ହନୁମାନ ମନ୍ଦିରରେ ମଙ୍ଗଳବାର ମାସିକ ଶ୍ରୀ ରାମଚରିତ ମାନସ ପାରାୟଣ ଯଥା ସୁନ୍ଦରାକାଣ୍ଡ ପରାୟଣ ଓ ନବାହ୍ନ ପାରାୟଣ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଯାଇଛି । ଛତ୍ରପୁର…
Read More...

ଛତ୍ରପୁର ବ୍ଳକ୍ ଦୂଆନପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତି ବୈଠକ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଦୂଆନପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗଦେଇ ବରିଷ୍ଟ ନାଗରିକ, ବୃଦ୍ଧିଜୀବୀ, ଗ୍ରାମର ଭଦ୍ରବ୍ୟକ୍ତି ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ…
Read More...

ଛତ୍ରପୁର ବ୍ଳକର ନୂତନ ରାସ୍ତାର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ରାସ୍ତାର ଭିତ୍ତି ପ୍ରସ୍ତର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆନୁକୁଲ୍ୟରେ ଛତ୍ରପୁର ବ୍ଲକର ଜଗତପଲ୍ଲୀ ଛକଠାରୁ ବଡ ମାଧପୁର ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁକ୍ରବାର ବଉଳଗାଁ ଚାରିଛକଠାରେ ଏହି ମେଗା ପ୍ରକଳ୍ପ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର…
Read More...

୧୦୦ କୋଟି ଲୋକଙ୍କ ଟୀକାକରଣ ସମ୍ପନ୍ନ ଅବସରରେ ୧୦୦ ତମ ଟୀକାଧାରୀ ମହିଳା ମିନତି ବେହେରାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଥିଲା । ଆଜି ସୁଦ୍ଧା ସମଗ୍ର ଭାରତ ବର୍ଷରେ ୧୦୦ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁର ଉପଖଣ୍ଡ…
Read More...

ଆର୍ଜିପଲ୍ଲୀ ହାଇସ୍କୁଲର ବରିଷ୍ଠ ପ୍ରଧାନ ଶିକ୍ଷକ ସନ୍ତୋଷ ପ୍ରଧାନଙ୍କ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଉପକୂଳବର୍ତ୍ତୀ ଅଞ୍ଚଳ ଆର୍ଜିପଲ୍ଲୀ ହାଇସ୍କୁଲରେ ପ୍ରାୟତଃ ୨୮ ବର୍ଷ ହେଲା ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିବା ବରିଷ୍ଠ ପ୍ରଧାନଶିକ୍ଷକ ସନ୍ତୋଷ ପ୍ରଧାନଙ୍କର ତାଙ୍କ ଛତ୍ରପୁରସ୍ଥ ବାସଭବନରେ ପରଲୋକ ହୋଇଯାଇଛି । ସୂଚନା…
Read More...