csstore

ଛତ୍ରପୁର ବ୍ଳକ୍ ଦୂଆନପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତି ବୈଠକ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଦୂଆନପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗଦେଇ ବରିଷ୍ଟ ନାଗରିକ, ବୃଦ୍ଧିଜୀବୀ, ଗ୍ରାମର ଭଦ୍ରବ୍ୟକ୍ତି ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ କାର୍ଯ୍ୟ କୁଶଳତା ଓ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ । କୋରନା ମହାମାରୀରୁ ସତର୍କତ୍ତା ଅବଲମ୍ବନ ଓ ପରିମଳ ଉପରେ ସଚେତନତା କରି ଗୃହରେ ଶୃଙ୍ଖଳା ସ୍ଥାପନ କରି ବଡ଼ ଗୁରୁଜନମାନଙ୍କୁ ଭକ୍ତି କରିବା ସହ ପାରିବାରିକ ଶ୍ରେଣୀରେ ଭଦ୍ର ଭାବାବେଗ ସୃଷ୍ଟି କରି ଶୃଙ୍ଖଳିତ ସମାଜ ଗଠନ ଦିଗରେ ଆଲୋକପାତ କରି ଥାନା ଅଧିକାରୀ ଶ୍ରୀ ପ୍ରଧାନ ବିଭିନ୍ନ ଦିଗରେ ଆକ୍ଷେପ କରି ଗ୍ରାମ ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ ।

jayashree
Leave A Reply

Your email address will not be published.