ବ୍ରହ୍ମପୁରର ସୂଚନା ଲୋକ ସଂପର୍କ ପାଠାଗାର ଅଧିକାଂଶ ସମୟ ତାଲା ବନ୍ଦ ରହୁଛି : ପାଠକ ବୁଦ୍ଧିଜୀବୀଙ୍କ କ୍ଷୋଭ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ବିଜିପୁର ସନ୍ତୋସୀ ମା' ମନ୍ଦିର ସାମ୍ନାରେ ଥିବା ସୂଚନା ଲୋକ ସଂପର୍କ ପାଠାଗାର, କିଛି ଦିନ ହେଲା ଅନିୟମିତତା ଭିତରେ ଗତି କରୁଆସୁଥିବା ସାଂଗକୁ ପାଠାଗାର ଗୃହଟି ପ୍ରାୟତଃ ଅଧିକାଂଶ ସମୟ ତାଲା ବନ୍ଦ ରହୁଛି, ତେଣୁ!-->…
Read More...
Read More...