Browsing Tag

bramhapur news

ହୁମର ଗ୍ରାମରେ ମଦ ବିକ୍ରିକୁ ନେଇ ମହିଳା ଆନ୍ଦୋଳନ ତୀବ୍ରତର

ଦୁଇ ଦିନ ହେଲା ଗାଁରେ ପାନୀୟ ଜଳ ଯୋଗାଣରେ ପ୍ରତିବନ୍ଧକଶାନ୍ତି କମିଟି ବସି ପରିସ୍ଥିତିକୁ ସୁଧାର ଅଣାଯିବ ବୋଲି ପୋଲିସ ପ୍ରଶାସନ କହିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ହୁମରଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା…
Read More...

୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଜବତ ସହ ଡ୍ରାଇଭର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଜାତୀୟ ରାଜପଥରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବହୁ ପରିମାଣ ଗଞ୍ଜେଇ ଜବତ କରିଛି । ଏକ ଟ୍ରକ୍ ୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିହାର…
Read More...

ଛତ୍ରପୁର ଖବର କାଗଜ ବିତରକ ସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଖବର କାଗଜ ବିତରକ/ବିକ୍ରେତା ମାନେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିଥାନ୍ତି । କରୋନା ଭଳି ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର କାଗଜ…
Read More...

ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୋ ନିବେଦନ କାର୍ଯ୍ୟକାରୀ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଆସନ୍ତାକାଲି (ସୋମବାର) ଠାରୁ 'ମୋ ନିବେଦନ' ଜରିଆରେ ଅନଲାଇନ୍‌ ମାଧ୍ୟମରେ କାର୍ୟ୍ୟକାରୀ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଗୁଡିକରେ ଭିଡିଓ-କନଫ୍ରେସିଂ ଦ୍ଵାରା…
Read More...

ଚିକଲଖଣ୍ଡି ଗ୍ରାମପଞ୍ଚାୟତର ଅର୍ଦ୍ଧଶତାଧିକ ସିପିଆଇ କର୍ମୀ ବିଜେପିରେ ଯୋଗଦେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚିକଲଖଣ୍ଡି ଗ୍ରାମପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ…
Read More...

ଛତ୍ରପୁର ପୋଲିସ ହାଇସ୍କୁଲର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳସ୍ଥିତ ନିୟୁପୋଲିସ କଲୋନୀ ଠାରେ ଅବସ୍ଥାପିତ ପୋଲିସ ହାଇସ୍କୁଲର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଆଶାନୁରୂପ ଭାବେ ସଫଳତା ହୋଇଛି ବୋଲି କୁହାଯାଏ । ସର୍ବମୋଟ ୨୫ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ମାଟ୍ରିକ ବୋର୍ଡ ପରୀକ୍ଷା…
Read More...

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଦାବୀ : ଉପକୂଳ ରାଜପଥ ନିର୍ମାଣ ନିଷ୍ପତ୍ତିର ପୁନଃବିଚାର ହେଉ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୨୦୧୪ ମସିହାରେ ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦିଘା ପର୍ଯ୍ୟନ୍ତ ଉପକୂଳ ରାଜପଥ କରାଯିବା ନିମନ୍ତେ କେନ୍ଦ୍ରସରକାର ୫ ହଜାର କୋଟି ମଞ୍ଜୁର କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦୀର୍ଘ ୭ ବର୍ଷ ପରେ ରାଜ୍ୟ ସରକାର…
Read More...

ଶ୍ରୀଜୀଉଙ୍କ ଗଜାନନ ବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଧିବଦ୍ଧ ଭାବେ ତିନି ଠାକୁର ଓ ସୁଦର୍ଶନ ମହାପ୍ରଭୁଙ୍କୁ ମହାସ୍ନାନ କରାଇ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଗଜାନନ ବେଶ ଓ କମ୍‌ ସଂଖ୍ୟକ ଭକ୍ତଙ୍କ ସମାଗମରେ ଶୃଙ୍ଖଳିତ ଦର୍ଶନ ସମାହିତ ହୋଇଛି ।…
Read More...

ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠାନେଇ ସରକାରଙ୍କ ହେୟ ମନୋଭାବ ଯୋଗୁଁ ଘୋର ଜନଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଘୋର ଜନଅସନ୍ତୋଷ ବୃଦ୍ଧି ପାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ପ୍ରାୟ ତିନି ଦଶନ୍ଧି ଧରି ଦାବୀ…
Read More...

କରୋନା କମିଲା : ସୁରଟ ମୁହାଁ ଓଡିଆ ଶ୍ରମିକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଭୟାବହତା ଯୋଗୁଁ ସୁରତରୁ ନିଜ ଗାଁକୁ ଚାଲି ଆସିଥିଲେ ଲୋକେ । କାମଧନ୍ଦା ନଥିବାରୁ  ଘରେ ବସି ରହିଥିଲେ । ଏବେ କରୋନା କମିବା ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ସୁରଟ ମୁହାଁ ଅବା ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପେଟପାଟଣା…
Read More...