କାଳବୈଶାଖୀ ମାଡ଼ରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି
ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଶନିବାର ଅପରାହ୍ନରେ ହଠାତ୍ କାଳବୈଶାଖୀ ଆସି ପ୍ରାୟ ୪୦ / ୫୦ କିମି ବେଗରେ ଝଡ଼ ପବନ ବୋହିବା ଫଳରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି ହୋଇଯାଇଛି । ଛତ୍ରପୁର ସହରାଞ୍ଚଳରେ ଗଛଡାଳ ଭାଙ୍ଗି ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରଛିଣ୍ଡି ଦୀର୍ଘ ସମୟ!-->…
Read More...
Read More...