ଘନଘନ ବିଜୁଳି କାଟ ବନ୍ଦ, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି ଦାବୀ କଲା ଜିଲ୍ଲା କଂଗ୍ରେସ
ବ୍ରହ୍ମପୁର, (କେପିଏନ୍ଏସ୍) : ପାୱାର କଟ୍ ବନ୍ଦ କରିବା, ଲୋ-ଭୋଲଟେଜ୍ ସମସ୍ୟାର ତୁରନ୍ତ ସମାଧାନ, ଓଡ଼ିଆରେ ବିଜୁଳି ବିଲ୍ ପ୍ରଦାନ କରିବା, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି, ବିଜୁଳି ସରବରାହ ଜନିତ କ୍ଷତି କମାଇବା ଓ ବିଜୁଳି ଭିତ୍ତି ବିକାଶରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି!-->…
Read More...
Read More...