ଅଘଟଣ ଘଟିବାର ତିନି ଦିନ ପରେ ମିଳିଲା ଯୁବକଙ୍କ ଶବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଜଳଗଣ୍ଡରେ ନିଖୋଜ ଯୁବକଙ୍କ ମିଳିଲା ଶବ । ଋଷିକୂଲ୍ୟା ଜଳଗଣ୍ଡରେ ବୁଡ଼ି ଭାସି ଯାଇଥିବା ଶିକ୍ଷିତ ଯୁବକ ମୀନକେତନ ମହାରଣା (୨୮) ମୃତ ବୋଲି ସାଧାରଣରେ ଜଣାପଡିଛି । ସୂଚନା ଅନୁସାରେ ମୀନକେତନ ମହାରଣା ଛତ୍ରପୁର ସହରଠାରୁ ମାତ୍ର ୧୭ କିମି!-->…
Read More...
Read More...