ଫେରାର ଥିବା ବ୍ରାଉନସୁଗାର ବେପାରୀ ଗିରଫ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦୀର୍ଘ ଏକ ବର୍ଷ ଧରି ଫେରାର ଥିବା ଗଞ୍ଜାମ ଜିଲ୍ଲାର ଚୋରା ବ୍ରାଉନସୁଗାର ଚାଲାଣକାରୀ ସାଗର ବହାଦୁରଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ସହର ଉପକଣ୍ଠ ଡୁରା ଛକରୁ ଗିରଫ କରିଛି । ତାଙ୍କୁ ପଚରା ଉଚରା ଜାରି!-->…
Read More...
Read More...