ଗଞ୍ଜାମ ଜିଲ୍ଲାସ୍ତରୀୟ ମହିଳା ଦିବସ ସମାରୋହ
ରାଷ୍ଟ୍ର ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳାମାନେ କେବେ ବି ଅବଳା ଆଉ ଦୁର୍ବଳା ନୁହନ୍ତି, ବରଂ ସେମାନେ ସର୍ବଂସହା ମାତା ଧରିତ୍ରୀ ପରି ଭୂମିକା ନେଇଥାନ୍ତି । ସେ ଅସାଧାରଣ, ସେ ଧୌର୍ଯ୍ୟ, ସାହସ ଓ ସୃଜନଶୀଳତାର ପ୍ରତିରୂପ ।!-->!-->!-->…
Read More...
Read More...