Browsing Tag

bramhapur news

ସନ ରାଇଜ ସ୍ପୋର୍ଟସ କ୍ଲବ ତରଫରୁ ଖେଳକୁଦ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲ୍ ରୋଡ଼ଠାରେ ସନ ରାଇଜ ସ୍ପୋର୍ଟସ କ୍ଲବ ଛତ୍ରପୁର ଆନୁକୂଲ୍ୟରେ ଶନିବାର ଏକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କ ମଧ୍ୟରେ ଜୁନିୟର ଦୌଡ଼ ପ୍ରତିଯୋଗିତାରେ ଛାତ୍ରଦଳରେ କୃଷ୍ଣସ୍ୱାଇଁ ଓ
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ

ଠାକୁରଙ୍କ ରଥ ବିଜେନଗର ପରିକ୍ରମା ବେଳେ ଉଦଣ୍ଡକୀର୍ତ୍ତନରେ ଛତ୍ରପୁର ସହର ମୁଖରୀତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସତସଙ୍ଘବିହାର ପରିସରରେ ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ବିଧିବଦ୍ଧ ଭାବେ ରବିବାର ପ୍ରତ୍ୟୁଷରୁ
Read More...

କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶନିବାର ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ଗ୍ରାମର ଶ୍ରୀ ଚନ୍ଦ୍ରଶେଖର
Read More...

ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି
Read More...

୨୦୨୫ ସୁଦ୍ଧା ଭାରତ ବର୍ଷରେ ସମ୍ପୂର୍ଣ୍ଣ ଟିବି ମୁକ୍ତ ସମାଜ ଗଠନ ଦିଗରେ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ

ଛତ୍ରପୁର ମୁଖ୍ୟ ଚିକିତ୍ସାଳୟରେ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ଓ ଔଷଧ ବିତରଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ଭାରତ ଅଭିଯାନ ଏକ ନିଆରା ପ୍ରୟାସ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ଟିବି
Read More...

ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି ୫ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ

ଏଥିନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେଜନସାଧାରଣଙ୍କ ଯାତାୟାତ ସୁବିଧା ସକାଶେ ଟ୍ରାଫିକ ପ୍ଲାନ ଏବଂ ସୁରକ୍ଷାବ୍ୟବସ୍ଥିତ ମାଷ୍ଟର ପ୍ଲାନ ଜାରି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ସନ୍ଧ୍ୟାରୁ ଅର୍ଥାତ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୫
Read More...

ଛତ୍ରପୁରଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ତଥା ଶ୍ରୀମନ୍ଦିରର ଦ୍ଵାଦଶତମ ପ୍ରତିଷ୍ଠା ଉତ୍ସବ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପରମପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ଅବସରରେ ଚଳିତ ୨୫ ତାରିଖ ରବିବାର ଦିନ ତମାମ ଧରି ଐତିହାସିକ ଠାକୁରଙ୍କ ପୌଷ ମେଳା ସାମାରୋହ-୨୦୨୨ ଆୟୋଜନ ନିମନ୍ତେ
Read More...

ନିଖୋଜ ବାଳକର ମୃତଦେହ ଘର ପଛପଟ କୂଅରୁ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନାରେ ଜଣେ ଶିଶୁର ନିଖୋଜ ସମ୍ପର୍କରେ ଗତକାଲି ଥାନାରେ ଏତଲା ଦିଆଯାଇଥିଲା । ସେହି ଶିଶୁର ମୃତଦେହ ତାଙ୍କ ଘର ପଛପଟେ ଥିବା ଏକ କୂଅରୁ ଆଜି ଉଦ୍ଧାର କରିଛି ଦିଗପହଣ୍ଡି ପୋଲିସ । ଘଟଣା ସମ୍ପର୍କରେ କୁହାଯାଏ ଯେ,
Read More...

ପଥଭ୍ରଷ୍ଟ ମହିଳାଙ୍କ ପରିଚୟ ମିଳୁନି

ତାଙ୍କ ଘର ଲୋକ ଆସି ନେଇ ଯିବାକୁ ବ୍ରହ୍ମପୁର ମେଡିକାଲ କର୍ତ୍ତୃପକ୍ଷଙ୍କ ଅନୁରୋଧ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ବୟସ୍କ ମହିଳା ପଥଭ୍ରଷ୍ଟ ହୋଇ ଚାଲିଆସିଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ
Read More...

ୟୁରୋ ସ୍କୁଲର ତୃତୀୟ ବାର୍ଷିକ କ୍ରୀଡା ସାମାରୋହରେ କୃତି କୁନି ଖେଳାଳିମାନେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରା ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ-ସ୍କୁଲର ଦୁଇ ଦିନିଆ କ୍ରୀଡା ସାମାରୋହ ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ତୃତୀୟ ବାର୍ଷିକ କ୍ରୀଡାର ଉଦ୍‌ଘାଟନୀ ସାମାରୋହରେ ଦି-ନ୍ୟୁଉ ଏଇଜ୍ ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ
Read More...