ଟାଙ୍ଗଣାପଲ୍ଲୀ ହାଇସ୍କୁଲର ଶିକ୍ଷକ-ଅଭିଭାବକ ସଂଘ ଓ ପରିଚାଳନା କମିଟିର ମିଳିତ ବୈଠକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ-ଅଭିଭାବକ ସଂଘ ଓ ପରିଚାଳନା କମିଟିର ମିଳିତ ବୈଠକ ଆୟୋଜନ କରିବା ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ ଉଚ୍ଚ!-->…
Read More...
Read More...