ଗଞ୍ଜାମ ସହରର ବିଶିଷ୍ଟ ବ୍ୟବସାୟୀ ଦମ୍ପତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସାନବଜାରର ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଦାସ ଓ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ଦାସଙ୍କ ଆଜି ପୁରୀ ସହରରେ ସଡ଼କ ଜନିତ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗଞ୍ଜାମ ସାନବଜାର ବଣିକସଙ୍ଘର ସଦସ୍ୟ ତଥା ପୁରାତନ ବ୍ୟବସାୟୀ କୋକୋକୋଲା କମ୍ପାନୀର!-->…
Read More...
Read More...