Browsing Tag

bramhapur news

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀ ଦଳ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ନେଇ ପ୍ରତୀକ ଧାରଣା ଦେଇଥିଲେ । ୬ ଦଫା ସମ୍ବଳିତ ଦାବୀ ଉପସ୍ଥାପନା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ
Read More...

ଆଇଆର୍‌ଇଏଲ୍ ଲିଃ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମାଟିଖାଲରେ ଅବସ୍ଥାପିତ ଆଇ.ଆର୍‌.ଇ.ଏଲ୍. (ଇଣ୍ଡିଆ) ଲିଃ. ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ଅଧୀନସ୍ଥ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଆଖପାଖ ଅଞ୍ଚଳରେ ଆଜକୁ ପ୍ରାୟତଃ ୫ବର୍ଷ
Read More...

ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଓ ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା ଅନୁଯାୟୀ ଆଜି ଗଂଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତି ପ୍ରଭାରୀ ଡା କିରଣ କୁମାର ପାଣିଗ୍ରାହୀ, ଯୁବ ଭାରତ ବରୁଣ କୁମାର ପାଣିଗ୍ରାହୀ ଓ ଓଡିଶା ରାଜ୍ୟ
Read More...

ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ଯୋଜନା କାର୍ଯ୍ୟକାରୀ

ମା' ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖସ୍ଥ ଋଷିକୂଲ୍ୟା ନଦୀର ଉନ୍ନତିକରଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ୱାର୍କସ ବିଭାଗ ଦ୍ଵାରା ଚଳିତ ଆର୍ଥିକ ୨୦୨୩-୨୪ ବର୍ଷରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମା' ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖ ସ୍ଥିତ ଋଷିକୂଲ୍ୟା ନଦୀ
Read More...

ବୁଗୁଡ଼ା ସହରରେ ଭକ୍ତିମୟ ପରିବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ରହିଛି, ଜଗନ୍ନାଥ ସଂସ୍କୃତିର ଧର୍ମଧାରାର ପରମ୍ପରା, ପ୍ରତିଗ୍ରାମରେ ଜଗନ୍ନାଥ ମନ୍ଦିର ଦିଅଁଙ୍କ ରଥଯାତ୍ରା ଏକ ନିଆରା ଧାର୍ମିକ ପରମ୍ପରା । ଜିଲ୍ଲାର ବୁଗୁଡ଼ା ଏନ୍.ଏ.ସି ବଡ଼ଦାଣ୍ଡଠାରେ ପାଳିତ ହୋଇଆସୁଥିବା ପବିତ୍ର
Read More...

ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲ (ଏମ୍‌କେସିଜି)ର ଏସ୍‌.ଏସ୍‌. କୋଠା ସାମ୍ନାରେ ଥିବା ଏକ ଅଟୋରୁ ମେଡିକାଲ ଫାଣ୍ଡି ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି । ମୃତ୍ୟୁ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦ରୁ ୪୫ ହୋଇଥିବା ବେଳେ ଏ ଯାବତ ତାଙ୍କ ପରିଚୟ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ଉପରେ ପ୍ରତିପାଦନ କରି ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ
Read More...

ଆମ ଆଦମୀ ପାର୍ଟି ପକ୍ଷରୁ ଛତ୍ରପୁର ରଥଯାତ୍ରାରେ ସ୍ୱାଦିଷ୍ଟ ପଣା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରିକ ରୀତିନୀତିରେ ଛତ୍ରପୁରରେ ନିଆରା ଭାବେ ପ୍ରଚଳିତ ହୋଇ ଆସିଥିବା ରଥଯାତ୍ରା ଅବସରରେ ପ୍ରତିବର୍ଷ ପ୍ରବଳ ଜନସମାଗମ ହୋଇଥାଏ । ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ହେତୁ ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ଲୋକମାନଙ୍କୁ ଥଣ୍ଡା ସରବତ
Read More...

ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରଥଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଟିଖାଲ ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ (ଆଇ.ଆର୍‌.ଇ.ଏଲ୍.) ଇଣ୍ଡିଆ ଲିଃ. କଲୋନୀରେ ଥିବା ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଓ ପାର୍ଶ୍ଵଦେବାଦେବୀଙ୍କ ମନ୍ଦିର ଥାଇ ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ବେଶ ପ୍ରସିଦ୍ଧତା ଲାଭ
Read More...

ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କ ମୃତ୍ୟୁ : ଦୁର୍ଘଟଣା ନା ଷଡ଼ଯନ୍ତ୍ର ହତ୍ୟା, ସନ୍ଦେହରେ ପରିବାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ କେ.ନୂଆ ଥାନା ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏହା ଏକ ସନ୍ଦେହଜନକ ମୃତ୍ୟ ବୋଲି ସାଧାରଣରେ
Read More...