Browsing Tag

bramhapur news

ନାବାଳିକାକୁ ଅସଦାଚରଣ, ଅଶ୍ଳୀଳ ଭାଷାରେ କମେଣ୍ଟ ମାରିବା ଘଟଣାରେ ଉଲ୍ଲା ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ନାବାଳିକାକୁ ରାସ୍ତା ମଝିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ,କମେଣ୍ଟ ମାରିବା ଓ ବିଭିନ୍ନ ଧମକ ଦେବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ଛଅ ମାସ ହେଲା ସାହି ରାସ୍ତାରେ ଚାଲିଲା…
Read More...

ଭୋଟର ତାଲିକା ବର୍ଦ୍ଧିତ ଓ ମାର୍ଜିତ କରିବାପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ନୂତନ ଭୋଟରଙ୍କ ନାମ ଲେଖାଇବା ଏବଂ ଭୋଟର ତାଲିକାରେରେ ନିଜ ନାମ ଓ ପରିବାରର ନାମ ସଂଯୋଗ କରିବା, ଭ୍ରମ ସଂଶୋଧନ କରିବା ସହ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ନିଜନିଜର ସ୍ୱାଧୀନ ଭାବେ ମତଦାନ…
Read More...

ବ୍ରହ୍ମପୁର ମହାନଗରର ଗଡ଼ ଜଗନ୍ନାଥ ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନର ନବୀକରଣ ନିମନ୍ତେ ଶୁଭ ଅନୁକୂଳ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ଖାସ୍ପା ସାହି ଗଡ଼ ଜଗନ୍ନାଥ ମନ୍ଦିର ଓ ଆସ୍କା ରୋଡସ୍ଥ ଧାନମେରା ଅଞ୍ଚଳ ତଥା ହରିଜନ ସାହି ସ୍ଥିତ ଶ୍ରୀ ଶ୍ରୀ ଶିବକାଳୀ ମନ୍ଦିର ପରିସରରେ ନବୀକରଣ ନିମନ୍ତେ ଭୂମି ପୂଜନ ଶୁଭ ଅନୁକୂଳ ହୋଇଛି । ସୂଚନାଯୋଗ୍ୟ ଯେ' ମାନ୍ୟବର…
Read More...

ଛତ୍ରପୁର ରୋଟାରୀ ସହଯୋଗରେ ପୋଟ୍ଟଲାମପୁର ଗ୍ରାମରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଫିସ ନିକଟରେ ଗ୍ରାମୀଣସ୍ତରୀୟ ଏକ ଚକ୍ଷୁ ଚିକିତ୍ସା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶଙ୍କର ଚକ୍ଷୁ ହସ୍ପିଟାଲ ସଂଗଠନ ଏବଂ ଛତ୍ରପୁର ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ…
Read More...

ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାତା, ବରିଷ୍ଠ ସମାଜସେବୀ, ତ୍ୟାଗୀ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ପାଳିତ :…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଅସାଧାରଣ ଶିଷ୍ୟ, ବରିଷ୍ଠ ସମାଜସେବୀ, ତ୍ୟାଗୀ, ଆଧ୍ୟାତ୍ମିକବାଦୀ ଓ ଅନନ୍ୟ ଗୁରୁଭକ୍ତ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ପରିସରରେ ପାଳିତ…
Read More...

ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମାଜସେବୀ ତଥା ବ୍ରହ୍ମପୁର ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଉତ୍କଳ ପ୍ରସଙ୍ଗର ପୂର୍ବତନ ସମ୍ପାଦକ ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ବ୍ରହ୍ମପୁର ସହର ଜଣେ…
Read More...

ନବରାତ୍ରୀରେ ମା’ ବ୍ୟାଘ୍ରଦେବୀଙ୍କୁ ଦର୍ଶନ କଲେ ରାମଚନ୍ଦ୍ର ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା' ବ୍ୟାଘ୍ରଦେବୀଙ୍କ ନବରାତ୍ରୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ଆସୁଥିବା ବେଳେ ନବମୀ ତିଥିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ନବମୀ ରାତ୍ରିରେ ସବୁଦିନଠାରୁ ଅଧିକ ଚଳଚଞ୍ଚଳ ଥିଲା । ରାଜ୍ୟ…
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟାନ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲ୍ ପରିସରରେ ୯ମ ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟାନ ପ୍ରତିଯୋଗିତା ରବିବାର ଦିନ ତମାମ ଧରି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି…
Read More...

ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅନ୍ୟତମ ଶକ୍ତିପୀଠ ରିକାପଲ୍ଲୀ ଅଞ୍ଚଳର ଗ୍ରାମଦେବୀ କଳ୍ପବାସିନୀ ପୀଠ ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା' ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଦଶମହାବିଦ୍ୟା ପୂଜା, ଚଣ୍ଡୀପାଠ ସହ ଷୋଡଶ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇଆସିଛି । ଏଠାରେ…
Read More...

୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ ସ୍ୱରୂପ ଶନିବାର ପୂର୍ବାହ୍ନରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ୬୪ତମ…
Read More...