ସଡ଼କ ଦୁର୍ଘଟଣାରେ ହୋମଗାର୍ଡ ଗୁରୁତର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିବା ୧୦ଘଣ୍ଟା ୩୦ ମିନଟ୍ ସମୟରେ ଜାତୀୟ ରାଜପଥସ୍ଥ ବାଟ-ଛତ୍ରପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ହୋମଗାର୍ଡ ମନୋଜ କୁମାର ବେହେରାଙ୍କ ବାଇକ ଓ ଜଣେ ସ୍କୁଟି ଚାଳକଙ୍କ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ!-->…
Read More...
Read More...