ବ୍ରହ୍ମପୁର ମହାନଗରର ଗଡ଼ ଜଗନ୍ନାଥ ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନର ନବୀକରଣ ନିମନ୍ତେ ଶୁଭ ଅନୁକୂଳ
ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ଖାସ୍ପା ସାହି ଗଡ଼ ଜଗନ୍ନାଥ ମନ୍ଦିର ଓ ଆସ୍କା ରୋଡସ୍ଥ ଧାନମେରା ଅଞ୍ଚଳ ତଥା ହରିଜନ ସାହି ସ୍ଥିତ ଶ୍ରୀ ଶ୍ରୀ ଶିବକାଳୀ ମନ୍ଦିର ପରିସରରେ ନବୀକରଣ ନିମନ୍ତେ ଭୂମି ପୂଜନ ଶୁଭ ଅନୁକୂଳ ହୋଇଛି । ସୂଚନାଯୋଗ୍ୟ ଯେ' ମାନ୍ୟବର!-->…
Read More...
Read More...