Browsing Tag

bramhapur news

ପିଏମ୍ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ନିମନ୍ତେ ସଚେତନତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପିଏମ୍ ବିଶ୍ଵକର୍ମା ଯୋଜନାର ସମୃଦ୍ଧି ଓ ହିତାଧିକାରୀଙ୍କୁ ସଚେତନ‌ତା ନିମନ୍ତେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ଭବନଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ
Read More...

ଭଞ୍ଜନଗର RMC ସଭା ଗୃହରେ ଧାନର ଗୁଣବତ୍ତା ଉପରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ RMC ସଭାଗୃହରେ ଧାନର ଗୁଣବତ୍ତା ନିର୍ଣ୍ଣୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠ ଗୋଟି ବ୍ଲକରେ ଥିବା ପ୍ରାଥମିକ କୃଷି ସମବାୟ
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ନିମିତ୍ତ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଅଣ ଧାନ ଚାଷ ଦିଗରେ ପ୍ରୋତ୍ସାହିତ ପାଣି ପଞ୍ଚାୟତ ପୁରସ୍କୃତ ହେବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାଣି ପଞ୍ଚାୟତ ପକ୍ଷ ଚଳିତ ମାସ ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଏବଂ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଦିବସ ୩୦ ତାରିଖରେ ରାଜ୍ୟସ୍ତରରେ
Read More...

ଗୋପାଳପୁର ଏସ୍ଇଜେଡ୍ ଶିଳ୍ପ ନିମନ୍ତେ ପ୍ରସ୍ତାବିତ ଜଳ ଯୋଗାଣ ହିତାଧିକାରୀଙ୍କ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଏସ୍ଇଜେଡ୍ ଶିଳ୍ପ ସକାଶେ ଆବଶ୍ୟକ ହେବାକୁ ଥିବା ଜଳଯୋଗାଣ ଘଟକେଶ୍ୱର ପ୍ରକଳ୍ପଠାରୁ ଯୋଗାଇ ଦିଆଯିବ । ଏଥି ସକାଶେ ପୂର୍ବରୁ ପ୍ରସ୍ତାବ ରହିଥିଲା ତାହା କାର୍ଯ୍ୟକାରୀ କରିବା ନିମନ୍ତେ ଘଟକେଶ୍ୱର ପ୍ରକଳ୍ପଠାରୁ ଗୋପାଳପୁର ଶିଳ୍ପ ପାର୍କ
Read More...

ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଏକକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅବିରତ ଚାଲିଛି । ଭୋଟର ତାଲିକାର ଚୂଡାନ୍ତ ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ
Read More...

ଟାମଣା ସଂରକ୍ଷିତ ଜଙ୍ଗଲରୁ ହରିଣ ଶିଙ୍ଗ ସହ ୨ ଦେଶୀ ବନ୍ଧୁକ ୧୨୫ ଗୁଳି ଜବତ : ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ପୁଲିସକୁ ବଡ଼ ସଫଳତା । ଦୁଇଟି ହରିଣ ଶିଙ୍ଗ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ଏଥିରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । କେବଳ ଏତିକି ନୁହେଁ ୬୫ ଏମ୍‌ଏମ୍‌ର୧୨୫ ଗୁଳି, ୨୦୦ ଟି ଖାଲି ଗୁଳି, ବାରୁଦ ୨୦୦ ଗ୍ରାମ, ୧୦ କେଜି ଓ ୨୫୦
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଡିଜିଟାଲ୍ ଲର୍ନିଂ ଆଡଭାନ୍ସମେଣ୍ଟ ପାଇଁ ଏନ୍‌ପିଟିଇଏଲ୍‌ କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ ଗୃହରେ ଗୁରୁବାର ଏନ୍‌ପିଟିଇଏଲ୍‌ ଦ୍ୱାରା ଏକ କର୍ମଶାଳାର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ମଶାଳାର ସଂଯୋଜିକା ଡ଼. ଜ୍ୟୋତ୍ସ୍ନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମାବେଶରେ
Read More...

ଛତ୍ରପୁରଠାରେ ସଂକୁଳସ୍ତରୀୟ କ୍ରୀଡା ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଅନସ୍ଳୋ ଖେଳପଡିଆରେ ସଂକୁଳସ୍ତରୀୟ କ୍ରୀଡ଼ା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ସମାରୋହରେ ଛତ୍ରପୁର, ଗୋପାଳପୁର, ଭଞ୍ଜବିହାର, ଗଞ୍ଜାମ, ନରେନ୍ଦ୍ରପୁର, ରମ୍ଭା ଅଞ୍ଚଳର ସରସ୍ଵତୀ ଶିଶୁ ମନ୍ଦିରରରୁ
Read More...

ବଜରଙ୍ଗ ଦଳ ନାଁରେ ହେଉଛି ଅପପ୍ରଚାର : ମିଥ୍ୟା କେସରେ କରାଯାଉଛି ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତିଦିନ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଦେଇ ହଜାର ହଜାର ଗାଈଗୋରୁ ତଥା ଗୋମାତାଙ୍କୁ ଚାଲାଣ କରାଯାଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଛି । ଆଉ ଏହି ଗୋ-ଚାଲାଣ ଗାଡିକୁ ଅନେକ ଥର ବଜରଙ୍ଗ ଦଳର କର୍ମୀମାନେ ଧରି ନିକଟସ୍ଥ ଥାନା ଓ
Read More...

ଛତ୍ରପୁରରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ ପରିସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଦଳୀୟ ବିଜେଡି ଆନୁକୂଲ୍ୟରେ ଶୁକ୍ରବାର ଅପରାହ୍ନରେ ରକ୍ତଦାନ
Read More...