Browsing Tag

bramhapur news

ବନବିଭାଗ ପକ୍ଷରୁ ଗୋପାଳପୁର ଓ କରାପଲ୍ଲୀ ଠାରେ ବିଟ୍-ହାଉସ୍‌ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବନଖଣ୍ଡ ଅଧୀନରେ ଥିବା ଗୋପାଳପୁର ଓ କରାପଲ୍ଲୀ ଠାରେ ବନବିଭାଗର ବିଟ୍-ହାଉସ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ-ସଂରକ୍ଷକ ଡା. ସଞ୍ଜୟ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ…
Read More...

ଐତିହାସିକ ରାଜଧର୍ମ ପରମ୍ପରା ସମ୍ପନ୍ନ ଛତ୍ରପୁରର ନିଆରା ରଥଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ରାଜଧର୍ମ ପରମ୍ପରା ଅକ୍ଷୁର୍ଣ୍ଣ ରହିଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ପ୍ରକାଶ ଥାଉକି, ଯେ' ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ…
Read More...

ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜୀବୀ ନରସିଂହ ପାଢୀ ସଭାପତିତ୍ୱ କରିଥିଲେ ଓ ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ପାଢୀ ଯୋଗଦେଇ ଡ. ମୁଖାର୍ଜୀଙ୍କ…
Read More...

ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀଙ୍କ ୩୮ତମ ଜନ୍ମଦିନ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ସଞ୍ଚାଳିକା ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀ ଭଉଣୀଙ୍କ ୩୮ ତମ ଜନ୍ମଦିନ ଆଶ୍ରମ ପରିସରରେ ଶନିବାର ପାଳିତ ହୋଇଯାଇଛି ।…
Read More...

ବାରମ୍ଵାର ଅଭିଯୋଗ ସତ୍ତ୍ୱେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ମଦ ଚୋରା କାରବାର ଓ ଦୁର୍ନୀତି ହଟୁନି

କାର୍ଯ୍ୟାନୁଷ୍ଠାନ ନହେଲେ ଜନ ଆନ୍ଦୋଳନ ହେବ ବୋଲି କାର୍ଯ୍ୟକର୍ତ୍ତା ଗଣ କ୍ଷୋଭର ସହ କହିଛନ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ମଦ ଚୋରା କାରବାର ଓ ଦୁର୍ନୀତିର ହଟୁନି ବାରମ୍ଵାର ପ୍ରଶାସନକୁ ଅଭିଯୋଗ କରିବା…
Read More...

ସାହାରା ଜମାକାରୀ ମଞ୍ଚର ରାଜ୍ୟସ୍ତରୀୟ ସମାବେଶ

ସାହାରା ଇଣ୍ଡିଆ ଓଡ଼ିଶାର ୨୦ ଲକ୍ଷ ଜମା କର୍ତ୍ତା, ଏଜେଣ୍ଟଙ୍କ ଠାରୁ ନେଇଥିବା ୨୦ ହଜାର କୋଟି ଫେରସ୍ତ ପାଇଁ ଆନ୍ଦୋଳନ ଜରୁରୀ : ରବି ରଥ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସାହାରା ଇଣ୍ଡିଆ କମ୍ପାନୀ ରାଜ୍ୟର ୨୦ ଲକ୍ଷ ଜମା କର୍ତ୍ତା ଓ ଏଜେଣ୍ଟଙ୍କଠାରୁ ସଂଗ୍ରହ କରି ନେଇଥିବା ପ୍ରାୟ ୨୦…
Read More...

ଗଞ୍ଜାମ ଜିଲ୍ଲାରେ ପାଳିତ ହେଉଥିବା ରଥଯାତ୍ରା ସମ୍ପର୍କିତ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇ ଆସୁଥିବା ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା…
Read More...

‘ମାଁ ପାଇଁ ଗଛଟିଏ’ ଆହ୍ୱାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସବୁଜ ବନାନୀ, କୃତ୍ରିମ ଜଙ୍ଗଲ ସୃଷ୍ଟି କରି ମୁକ୍ତ,ସୁସ୍ଥ ପରିବେଶ ଗଠନ କରିବାପାଇଁ ଛତ୍ରପୁର ଜେଲ୍ ରୋଡ଼ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇ ଏକ ନିଆରା ସଚେତନତା ସୃଷ୍ଟି କରାଯାଇଛି । ଲୋକଟିଏ ଗଛଟିଏ, 'ମାଁ ପାଇଁ ଗଛଟିଏ' ଆହ୍ୱାନ ଦିଆଯାଇଛି…
Read More...

ଛତ୍ରପୁର ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ଅଭିଯୋଗ

ଉଚ୍ଚସ୍ତରୀୟ ତଦନ୍ତ ହୋଇ ଏହାକୁ ପୂର୍ଣ୍ଣାଙ୍ଗ କରିବାକୁ ଦାବୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ଚାରି ପାର୍ଶ୍ଵରେ ଥିବା ପୋଖରୀ ଗୁଡ଼ିକର ଖନନକାର୍ଯ୍ୟ ଏବେ ସୁଦ୍ଧା ସରିନାହିଁ । ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ…
Read More...

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ ୧୬୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ୧୬୯ଜଣ କନିଷ୍ଠ ସହାୟକ ମାନଙ୍କୁ ବୁଧବାର ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ ଗୃହରେ…
Read More...