Browsing Tag

bramhapur news

ଗାଧୋଇବାକୁ ଯାଇ ଗୋଡ଼ ଖସି ବୁଡ଼ି ଯାଇଥିଲେ ବୃଦ୍ଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସାନନୋଳିଆ ନୂଆଁ ଗାଁର ବାସିନ୍ଦା ସିକିଟି ରାମାୟା (୫୩) ନିଜ ଗାଁର ପୋଖରୀକୁ ମଙ୍ଗଳବାର ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ଗୋଡ଼ ଖସି ପାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ରାମାୟା ପାଣିରେ ବୁଡ଼ି ଯାଇ ତାଙ୍କର
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ୪୮ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୪’ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ୪୮ତମ ବାର୍ଷିକ ଉତ୍ସବ ‘କମଔରା - ୨୦୨୪' ପାଳନ ହୋଇଯାଇଛି । ଏହି ଉତ୍ସବ ୮ ଓ ୯ ତାରିଖ ୨ ଦିନ ଧରି ସମାହିତ ହୋଇଥିଲା । ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଚାରା ଗଛରେ ଜଳଦାନ ମାଧ୍ୟମରେ ହୋଇଥିଲା ।
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରରେ ମହାସମାରୋହରେ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ସଂପାଦକ ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ଛତ୍ରପୁରରେ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ରିପିଟ୍ ପ୍ରାର୍ଥୀ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ମିଳିତ ପ୍ରଚାର ଆରମ୍ଭ ହୋଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
Read More...

କାଳବୈଶାଖୀ ସହ ଅଚାନକ ଘୂର୍ଣ୍ଣିି ଝଡ଼ ଯୋଗୁଁ ଛତ୍ରପୁରରେ ବ୍ୟାପକ କ୍ଷୟକ୍ଷତି

ଦୀର୍ଘ ସମୟ ଧରି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରବିବାର ଗଞ୍ଜାମ ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ରୌଦ୍ରତାପ ଘନୀଭୂତ ହୋଇ ଅସହ୍ୟ ଗୁଳୁଗୁଳି କରି ପ୍ରତିକୂଳ ପରିବେଶ ଦେଖା ଦେଇଥିଲା । ଏଭଳି ପରିସ୍ଥିତିରେ ସାଧାରଣ ଜୀବନଯାତ୍ରାକୁ
Read More...

ଛତ୍ରପୁରର ମା’ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ତିରୁପତି ରାଓ ପେଟ୍ଟା ସାହି ସ୍ଥିତ ବାଣୀ ଭବନ ପରିସରରେ ଅବସ୍ଥାପିତ ମା' ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ଶନିବାର ସଂନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା
Read More...

ଗଜପତି ଜିଲ୍ଳାର ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଳାର ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ମୋହନା ବ୍ଲକର ଲୁହାଗୁଡ଼ିଠାରୁ ମୋହନାର କଣ୍ଟେଇକୋଳି ଏବଂ ପିଣ୍ଡିକି ପର୍ଯ୍ୟନ୍ତ ରୋଡ ଶୋ କରି ବିଜେଡି ଓ ବିଜେପି
Read More...

ଗଜପତି ଜିଲ୍ଲାର ଦୁଇ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ସର୍ବୋଚ୍ଚ ‘ଡିଜି ଡିସ୍କ ଆୱାର୍ଡ’ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳର ଗଜପତି ଜିଲ୍ଲାର ଦୁଇ ବରିଷ୍ଠ ପୁଲିସ ଅଧିକାରୀ ପୁଲିସ ବିଭାଗର ସର୍ବୋଚ୍ଚ ‘ଡିଜି ଡିସ୍କ ଆୱାର୍ଡ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏନେଇ ସୋମବାର ରାଜ୍ୟସ୍ତରରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ଗଜପତି ଜିଲ୍ଲାର ଓଏସ୍ଏପି
Read More...

ଦରଦୀ ପ୍ରାଣବନ୍ଧୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପୁଣି ମାନବିକତା ଦେଖାଇଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦରଦୀ ପ୍ରାଣବନ୍ଧୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପୁଣି ଆଉ ଏକ ମାନବିକତା ଦେଖାଇଲେ । ସବୁ ଦିନ ଭଳି ଆଜି ପୁଣି ମାନବିକତା ଦେଖାଇଲେ ଯେ' କି ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀରେ ପ୍ରତିଦ୍ୱନ୍ଦିତା କରିବାକୁ
Read More...

ବିଜେପିର ମିଶ୍ରଣ ପର୍ବରେ ସୁଶ୍ରୀ ଆରତୀ ଦେବୀଙ୍କ ମେଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । କଂଗ୍ରେସ ଓବିସି ମୋର୍ଚ୍ଚା
Read More...