Browsing Tag

bramhapur news

ସମାଜସେବୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରରେ ଥିବା ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ତଥା ସମାଜସେବୀ ଭାସ୍କର ଆଚାର୍ଯ୍ୟ (୭୨)ଙ୍କ ଶୁକ୍ରବାର ମଧ୍ୟରାତ୍ରିରେ ପରଲୋକ ଘଟିଛି । ଶନିବାର ପୂର୍ବାହ୍ନରେ ପାଲିଆ ଛତ୍ରପୁର ଶ୍ମଶାନରେ
Read More...

ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତା ହରପ୍ରିୟା ଚୌଧୁରୀ (୯୪)ଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ସ୍ୱର୍ଗତା ଚୌଧୁରୀ ଅନସ୍ଲୋ ହାଇସ୍କୁଲର ଜଣେ ପ୍ରଥମ ଛାତ୍ରୀ ଥିଲେ । ସ୍ଵାମୀ ସ୍ୱର୍ଗତ ତ୍ରିନାଥ ଚୌଧୁରୀଙ୍କ ଗାନ୍ଧୀବାଦୀ ଆଦର୍ଶରେ
Read More...

ଛତ୍ରପୁରର ଧର୍ମପରାୟଣ ବ୍ୟକ୍ତି ଜଗବନ୍ଧୁ ପାଣିଗ୍ରାହୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି, ଆଧ୍ୟାତ୍ମିକବାଦୀ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଜଗବନ୍ଧୁ ପାଣିଗ୍ରାହୀ (୮୨)ଙ୍କ ପରଲୋକ ହୋଇଯାଇଛନ୍ତି । ସେ ନିଃଶ୍ୱାସ ତ୍ୟାଗ କରିବା ଯାଏଁ ଛତ୍ରପୁରର ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳକ
Read More...

୪୨ ଲିଟର ମଦ ଜବତ : ୨ ଜଣ ଅଭିଯୁକ୍ତ ଗିରଫ

ରାମପୁର : ରାମପୁର - ବିନିକା ରାସ୍ତା ବିଶାଲପାଲି ଛକରେ ବିନିକା ଅବକାରୀ ବିଭାଗ ଚଢ଼ଉ କରି ୪୨ ଲିଟର ମଦ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଡୁଙ୍ଗୁରିପାଲି ବ୍ଳକ୍‌ ବେହେରାମାଲ ଗ୍ରାମର ମଦନମୋହନ ସାହୁ ଓ ବିନିକା ଥାନା ପାପି ଗ୍ରାମର ବଳିଷ୍ଠ ପୁଟା ।
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ସମୀକ୍ଷା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଆଇନ ଶୃଙ୍ଖଳା ଉପରେ ଧ୍ୟାନ ରଖି ମତଦାନ କେନ୍ଦ୍ରରେ ଗ୍ଲୁକୋଜ ପାଣିର ବ୍ୟବସ୍ଥା ରହିବାକୁ ହେବ - ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସାଧାରଣ ନିର୍ବାଚନ - ୨୦୨୪ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଚଣ୍ଡ
Read More...

ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଭୋଟ୍‌ ପ୍ରଚାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଅଳଙ୍କୃତ କରିବା ନିମନ୍ତେ ବିଜୁ ବାବୁଙ୍କ ଅନ୍ତରଙ୍ଗୀ ବନ୍ଧୁ ତଥା ବିଶିଷ୍ଟ ସମାଜସେବୀ, ବର୍ଷୀୟାନ ନେତା, ବିଧାନସଭାକୁ ବହୁବାର ବିଜୟୀ ଲାଭକରି ଆସିଥିବା ଜନପ୍ରିୟ ନେତା ଡ଼ାକ୍ତର ରମେଶ ଚନ୍ଦ୍ର
Read More...

ଭାଗିରଥି ବେହେରାଙ୍କ ନେତୃତ୍ତ୍ଵରେ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାନ ସଭା ଆସନ ପାଇଁ କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ନିର୍ବାଚନୀ ସଂପର୍କିତ ଏକ ପ୍ରସ୍ତୁତି ବୈଠକ
Read More...

ଛତ୍ରପୁରରେ ତେଲୁଗୁ ନବବର୍ଷ ଉଗାଦି ପାଳିତ : ତେଲୁଗୁ କଲ୍‌ଚରାଲ୍ ଆସୋସିଏସନ୍ ପକ୍ଷରୁ ଉଗାଦି ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ରେ ତେଲୁଗୁ ସାଂସ୍କୃତିକ ସଂଗଠନ ଅବା ତେଲୁଗୁ କଲ୍‌ଚରାଲ୍ ଆସୋସିଏସନ୍ ଆନୁକୂଲ୍ୟରେ ତେଲୁଗୁ ନବବର୍ଷ ଉଗାଦି ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରୁ ବିଧିବଦ୍ଧ ଭାବେ ଯଥା
Read More...

ମା’ ତାରାତାରିଣୀଙ୍କର ଚଇତି ପର୍ବରେ ସ୍ୱେଚ୍ଛାସେବୀଙ୍କ ସକ୍ରୀୟ ଅଂଶଗ୍ରହଣକୁ ଭୂୟସୀ ପ୍ରଶଂସା

ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ରୌଦ୍ରତାପ ବଢୁଥିବା ବେଳେ ଇତି ମଧ୍ୟରେ ମା' ତାରାତାରିଣୀଙ୍କର ଚଇତି ପର୍ବ ମାସ ବ୍ୟାପୀ ଚାଲିଛି ଦେବୀଙ୍କ ଚୈତ୍ର ପର୍ବ ତୃତୀୟ ପାଳି ମଙ୍ଗଳବାର ମଧ୍ୟ ପ୍ରବଳ ଜନସମାଗମର ମଧ୍ୟରେ ସୁରୁଖରେ ସମାହିତ ହୋଇଯାଇଛି । ଭକ୍ତଜନଙ୍କୁ ଦେବୀଙ୍କ
Read More...

ଛତ୍ରପୁରରେ ତେଲୁଗୁ ନବବର୍ଷ ଉଗାଦି ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ରେ ତେଲୁଗୁ ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ତେଲୁଗୁ ନବବର୍ଷ ଉଗାଦି ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ବିଧିବଦ୍ଧ ଭାବେ ଯଥାରୀତିରେ ପୂଜାର୍ଚ୍ଚନା ସହ ନୂତନ ତେଲୁଗୁ
Read More...