ଗ୍ରାମ-ପଞ୍ଚାୟତସ୍ତରୀୟ ପିଅନଙ୍କୁ ପାରିଶ୍ରମିକ ବୃଦ୍ଧି ପାଇଁ ବିକ୍ଷୋଭ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ୫୦୩ଟି ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରାପ୍ୟ ଅତ୍ୟନ୍ତ ନିମ୍ନସ୍ତରର ରାଶି ଅଟେ । ପଞ୍ଚାୟତ ଅଫିସ୍ରେ କାମ କରି ବର୍ଷ ବର୍ଷ ବିତି ଯାଇଥିବା ବେଳେ ସରକାର!-->…
Read More...
Read More...