Browsing Tag

bramhapur news

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆଠାରେ ମହାସମାରୋହରେ ପାଳନ କରାଯିବା ନିମନ୍ତେ ଏକ ବୈଠକ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହେଇଯାଇଛି । ଏହି ଜାତୀୟ
Read More...

ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ ଆର୍ମି ଏୟାର ଡିଫେନ୍ସ ପକ୍ଷରୁ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୫ତମ କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ ଆର୍ମି ଏୟାର ଡିଫେନ୍ସ ଆନୁକୂଲ୍ୟରେ ଯୁଦ୍ଧ ସ୍ମାରକୀ ଶହୀଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେନା ଏୟାର ଡିଫେନ୍ସର ବରିଷ୍ଠ କର୍ଣ୍ଣେଲ କମାଣ୍ଡାଣ୍ଟ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଜ୍ଞାନ
Read More...

ଗଞ୍ଜାମ ଜିଲ୍ଲାରେ ଖୋଲିବ ୧୮ଟି ବିଦେଶୀ ମଦ ଦୋକାନ

୩୧ ତାରିଖରେ ହେବ ଲଟେରୀ ଉଠାଣ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ମଦ ଦୋକାନରୁ ହିଁ ୧୮୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ରାଜସ୍ୱ ଲାଭ ହୋଇଥାଏ । ଏହି ମଦ ଦୋକାନରୁ ହିଁ ଆଦାୟ ହେଉଥିବା ଗଞ୍ଜାମ ଜିଲ୍ଲାର ଅବକାରୀ ରାଜସ୍ୱରୁ ଓଡ଼ିଶା ରାଜସ୍ୱ
Read More...

ବ୍ରହ୍ମପୁର ଠାରେ ୭୮ତମ ସ୍ଵାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ
Read More...

‘ମା’ ପାଇଁ ଗଛଟିଏ’ ସ୍ଲୋଗାନ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଶିବିର ଏନ୍‌.ଏସ୍‌.ଏସ୍‌. ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ମା' ପାଇଁ ଗଛଟିଏ ସ୍ଲୋଗାନ ନେଇ ଜାତୀୟ ସେବା ଯୋଜନା ପିଜି ୟୁନିଟ ପକ୍ଷରୁ ଶନିବାର ବ୍ରହ୍ମପୁର
Read More...

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦେଶବ୍ୟାପୀ ପାଳନ ହୋଇଛି, କାରଗିଲ ବିଜୟ ଦିବସ । ଏହି କ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ମାର୍ଗଦର୍ଶନରେ ଶୁକ୍ରବାର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ପାଳିତ ହୋଇଛି କାରଗିଲ ବିଜୟ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗରେ ଜାତୀୟ କାରଗିଲ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରସ୍ଥ ଗୃହ ବିଜ୍ଞାନ ବିଭାଗରେ ଶୁକ୍ରବାର ଦିନ ଜାତୀୟ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ କ୍ୟାପ୍‌ଟେନ୍‌ ନାରାୟଣ ବିଶୋଇ ଯୋଗଦେଇ କାରଗିଲ ସେକ୍ଟରରେ କାର୍ଯ୍ୟରତ ବୀରସେନା ମାନଙ୍କର ଭୂମିକା
Read More...

ଗୋରୁ ମାଂସ ବୋଝେଇ ନଅ ନମ୍ବର କ୍ୟାଣ୍ଟନର୍ ଛତ୍ରପୁରରେ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଡିଆର୍‌ଡିଏ ଛକ ନିକଟରେ ଆଜି ସକାଳେ ଏକ ଗୋମାଂସ ବୋଝେଇ ଟ୍ରକ୍‌ ଜବତ ହୋଇଛି । ଏହା କଟକରୁ ହାଇଦ୍ରାବାଦକୁ ଯାଉଥିଲା ବୋଲି ଜଣାପଡିଛି । ଜବତ କ୍ୟାଣ୍ଟନର୍ ଚୁଙ୍ଗୁଡ଼ି ଟ୍ରକ୍ ବୋଝେଇ ନାମରେ ଜି.ଏସ୍.ଟି ବିଲ୍ ଦର୍ଶାଯାଇଛି ।
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁଷ୍ଠିତ ଶିବିର ଶୁଣାଣି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି
Read More...