Browsing Tag

bramhapur news

ଟାଟା ଓ ଆଦିନୀ କମ୍ପାନୀର ସ୍ୱାର୍ଥ ଦୃଷ୍ଟିକୁ ନେଇ ପିପଳପଙ୍କା ଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗୋପାଳପୁରରେ ପ୍ରସ୍ତାବିତ ଟାଟା ଓ ଆଦିନୀ ପରି ବଡ ଶିଳ୍ପପତିଙ୍କୁ ପାଣି ଯୋଗାଇବା ପାଇଁ ରାଜ୍ୟସରକାର ବ୍ୟାଗ୍ର ଥିବା କଥା ଉଠିଛି । ଯାହାକି, ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ନଦୀବନ୍ଧ
Read More...

ବଟେଶ୍ୱର ଶୈବପୀଠରୁ ହୁଣ୍ଡିଭାଙ୍ଗି ଟଙ୍କା ଲୁଟ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରୁ ହୁଣ୍ଡିଭାଙ୍ଗି ଦୁର୍ବୃତ୍ତତ୍ତମାନେ ଟଙ୍କା ଲୁଟିନେଇଛନ୍ତି ବୋଲି ହମ୍ମା ଫାଣ୍ଡିରେ ଅଭିଯୋଗ ହୋଇଛି । କୁହାଯାଏ ଯେ' ଗତକାଲି ରାତିରେ ମନ୍ଦିର ତାଲା ଭାଙ୍ଗି ଭକ୍ତମାନେ ଦାନ ଦେଉଥିବା ହୁଣ୍ଡି ତାଡି ନେଇଯାଇଛନ୍ତି ।
Read More...

ଓକିଲ ଲାଇସେନ୍ସ ପାଇଁ ପଞ୍ଜିକରଣ ଫି ବୃଦ୍ଧିକୁ ରୋକ୍ ଲାଗିବା ସ୍ଵାଗତ ଯୋଗ୍ୟ : ପୀତବାସ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ସୁପ୍ରିମକୋର୍ଟ ନୂତନ ଭାବରେ ଆଇନକୁ ପେଶା କରିବାକୁ ଚାହୁଁଥିବା ଆଇନଜୀବୀ ମାନଙ୍କ ଠାରୁ ବିଭିନ୍ନ ରାଜ୍ୟରେ ବାର୍ କାଉନସିଲ୍ ଭିନ୍ନ ଭିନ୍ନ ଫି ଆଦାୟ କରୁଥିବା ନେଇ ଅସମ୍ମତି ପ୍ରକାଶ କରିବା ସହ ଏହା ଆଡଭୋକେଟ ଆକ୍‌ଟସ୍‌ର ବିରୁଦ୍ଧାଚରଣ
Read More...

ସାମ୍ୱାଦିକତା ଓ ଗଣ ଯୋଗାଯୋଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଗୁରୁବାର ବିଳମ୍ବିତ ରାତ୍ରି ୨ ଘଣ୍ଟା ସମୟରେ ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ଯୁବ-ରେଡକ୍ରସ ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡକ୍ରସ ସଭାପତି ଡ. ଅଜୟ କୁମାର
Read More...

କେରଳ ଭୂସ୍ଖଳନରେ ଓଡ଼ିଶାର ୨ ଜଣ ଡାକ୍ତର ନିଖୋଜ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେରଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ତନ୍ମଧ୍ୟରୁ ଓଡ଼ିଶାର ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ଖବର ମିଳିଛି । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ
Read More...

ଗ୍ରାମୀଣ ନାଟ୍ୟ ଦିବସ ନିମନ୍ତେ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ଏକ ନାଟକ ପ୍ରଯୋଜନା ନିମନ୍ତେ ଗତ ଦୁଇ ଦିନ ହେଲା ନାଟକର ରିହର୍‌ସଲ୍ ଅବା କଳାକାରଙ୍କୁ ନେଇ ଆଖଡା ଆରମ୍ଭ ହୋଇଯାଇଛି । ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତଙ୍କ ରଚିତ
Read More...

ଛତ୍ରପୁର ରୋଟାରୀ କ୍ଲବ୍‌ର ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ୍‌ର ୧୭ତମ ପ୍ରତିଷ୍ଠା ଦିବସ କ୍ଲବ୍‌ର ସଭାପତି ରୋଟାରୀଆନ୍ ଡ. ବିମଲ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି. ଅଜୟ କୁମାର ମୁଖ୍ୟଅତିଥି ଭାବେ
Read More...

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରରେ ଅବସ୍ଥିତ ଖଲ୍ଲିକୋଟ ଏକକ ବିଶ୍‌ଶ୍ୱବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା, ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀକୁ ସ୍ଥାୟୀ ଭିତ୍ତିରେ ପଦବୀ ପୂରଣ କରିବା ଆଦି ଦାବିରେ ଏ. ଆଇ. ଡି.
Read More...

ରୋଟାରୀ ତରଫରୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ରୋଟାରୀ କ୍ଲବ୍ ସୌଜନ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କଲେଜ୍ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ,
Read More...