ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଅଚିହ୍ନା ଯୁବକକୁ ଉଦ୍ଧାର ଓ ଚିକିତ୍ସା କରାଇ ସୁସ୍ଥ ପରେ ପରିବାରଙ୍କୁ ହସ୍ତାନ୍ତର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଜଣେ ଅଚିହ୍ନା ଯୁବକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି । ଚିକିତ୍ସାର ଏକ ସପ୍ତାହ ପରେ ପୋଲିସ ଉପସ୍ଥିତରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ' ପଶ୍ଚିମବଙ୍ଗ ରାଜ୍ୟର ମାଲଦା!-->…
Read More...
Read More...