Browsing Tag

bramhapur news

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ୮୯ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ସମାରୋହ ପାଳିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ସପ୍ତାହ ବ୍ୟାପି ୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ବିଭିନ୍ନ ପ୍ରାନ୍ତରେ ନଗର ପରିଭ୍ରମଣ,…
Read More...

ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି । ଡାକ୍ତର ରଥଙ୍କ ଆଦର୍ଶତା, ତ୍ୟାଗପୂର୍ଣ୍ଣ ସେବା, ଉତ୍ସର୍ଗୀକୃତ…
Read More...

ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା

ବ୍ରହ୍ମପୁର : ଟାଉନ ଥାନା ଅଞ୍ଚଳ ବି .ଏସ. ଏନ. ଏଲ. କାର୍ଯ୍ୟାଳୟ ନିକଟରେ ଥିବା ମଦ ଦୋକାନରେ ବେଆଇନ କାରବାର ଚାଲୁଥିବା ଖବର ପାଇ ଅବକାରୀ କର୍ମଚାରୀ ଯାଞ୍ଚ ପାଇଁ ଯାଇଥିଲେ । ଏହି ସମୟରେ ଅବକାରୀ କର୍ମଚାରୀ ସବ୍ୟସାଚୀ ମିଶ୍ରଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏ ନେଇ ଟାଉନ…
Read More...

ପି.ଏମ. କିଷାନ୍ ସମ୍ମାନନିଧି ଯୋଜନାରେ ଗଞ୍ଜାମରୁ ଆଉ ୨୦,୦୦୦
ହିତାଧିକାରୀ ସାମିଲ୍ ହେବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିହାରର ଭାଗଲପୁର ଠାରେ ପିଏମ କିଷାନ୍ ସମ୍ମାନନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ୍ ସମ୍ମାନ ସମାରୋହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ୍ ମାରି ଅର୍ଥ ପ୍ରେରଣ କରାଯାଇଥିଲା ।…
Read More...

ଛତ୍ରପୁରର ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍‌ର ବାର୍ଷିକୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାଇ ବିହାରରେ ଅବସ୍ଥାପିତ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ଚିତ୍ତାକର୍ଷକ…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ କବିସୂର୍ଯ୍ୟନଗର ଏନ.ଏ.ସି. ଅଧ୍ୟକ୍ଷାଙ୍କ ଉପରେ ଆସିଲା ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଏନେଇ ତାଙ୍କରି ନାମରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ…
Read More...

ନୂତନ ଛତ୍ରପୁର ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଦେବାଶିଷ ମହାନ୍ତି ସୋମବାର ଯୋଗଦାନ କରି ଦାୟିତ୍ୱ ବହନ କରିଛନ୍ତି । ପୂର୍ବରୁ ସେ କୋଦଳା ଥାନା ଅଧିକାରୀଥିଲେ ଏଵଂ ସେ ପୁରୀ ଜିଲ୍ଲାର ଡେଲାଙ୍ଗ ଥାନାରେ ଦାୟିତ୍ୱରେ ରହି…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆନ୍ତଃ ବିଶ୍ଵବିଦ୍ୟାଳୟସ୍ତରୀୟ ସାହିତ୍ୟ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାହିତ ହୋଇଆସୁଥିବା ୬ ଦିନିଆ ବିଶ୍ଵବିଦ୍ୟାଳୟସ୍ତରୀୟ ସାହିତ୍ୟକ,ସାଂସ୍କୃତିକ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତ୍ୟକ,ସାଂସ୍କୃତିକ ପ୍ରତିଯୋଗିତା ଓଡିଶା…
Read More...

ଛତ୍ରପୁର ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର, ପଞ୍ଚମ ବାର୍ଷିକ ଉତ୍ସବରେ ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦେବା ପାଇଁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ଉତ୍ସବକୁ ଉଦ୍‌ଘାଟନ କରି ସମାଜରେ ବାପା…
Read More...

ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ମାତୃଭାଷା ଆଚାର୍ଯ୍ୟା ବିଶ୍ୱଜିତ ବରାଳ ଯୋଗଦେଇ ମାତୃଭାଷା ପ୍ରତି ଆମର ଅନୁରକ୍ତି ଓ ସ୍ୱତନ୍ତ୍ରତାର ପରିଚିତ…
Read More...