Browsing Tag

boudh news

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ, ବ୍ରାହ୍ମଣୀ ପକ୍ଷରୁ ବଉଲ ପଡିଆଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ଅର୍ଜୁନ ପ୍ରଧାନଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଳବର ସମ୍ପାଦକ ନେପାଳ ଚନ୍ଦ୍ର ପଲିଆ, ଲବ ପ୍ରଧାନ,…
Read More...

ବୌଦ୍ଧରେ ଦଉଡି ଦେଇ ଯୁବକର ଆତ୍ମହତ୍ୟା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଥାନା ଖୁଣ୍ଟବନ୍ଧ ଗ୍ରାମର ବ୍ରହ୍ମଚାରୀ ଗାଁର ଜଣେ ଯୁବକ ବିରେନ୍ଦ୍ର ଭୋକ୍ତା(୨୩) ସେ ବରଗଡ଼ ଅଞ୍ଚଳରେ ରହି ଡ୍ରାଇଭର କାମ କରୁଥିଲେ ହେଲେ କେତେ ଦିନ ହେଲା ସେ ଗାଁକୁ ଆସିଥିଲେ । ଗାଁ ପାଖ ଦେଇ ଯାଇଥିବା ସାଲୁଙ୍କି ନଦୀ କୂଳରେ ଏକ ଜାମୁଗଛର ଡାଳରେ ରସି…
Read More...

ପେଟ୍ରୋଲ ଦର ବୃଦ୍ଧିରେ ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ, (ମମତା ମହାକୁର) : କେନ୍ଦ୍ରରେ ଶାସନାଧିନ ବିଜେପି ସରକାର ଗତ ୨ ମାସ ଭିତରେ ପେଟ୍ରୋଲ, ଡିଜେଲ ଦରକୁ ଅହେତୁକ ଭାବେ ୬ ଥର ଦରବୃଦ୍ଧି କରି ସାରିଲେଣି, ଦର ବୃଦ୍ଧିର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ : ସମ୍ପର୍କୀୟ ଦମ୍ପତି ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସମ୍ୟ ହରାଇ ଗଛରେ ପିଟିଲା କାର । ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀ ମୃତ ଓ ୩ ଗୁରୁତର । ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ । ସୂଚନା ଅନୁଯାୟୀ…
Read More...

ସଙ୍ଗୀତଜ୍ଞ ଭୁପେନ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବିଶିଷ୍ଟ ସଙ୍ଗୀତଜ୍ଞ ତଥା ବଂଶୀ ବାଦକ କଣ୍ଟାମାଲ ବ୍ଲକ ଖଟଖଟିଆର ଭୁପେନ ବସ୍ତିଆଙ୍କ ବିୟୋଗରେ ବଉଲ୍‌ ନାଟ ଏଣ୍ଡ କଳଚରାଲ ଏସୋସିଏସନ, ବ୍ରାହ୍ମଣୀ, ପକ୍ଷରୁ ତାଙ୍କ ଏକ ଦଶାହ ଅବସରରେ ବିଜୟ କଳା ମଣ୍ଡପ ବ୍ରାହ୍ମଣୀ ଠାରେ ଏକ ଶୋକ ସଭାର ଆୟୋଜନ ବରିଷ୍ଠ ନାଟ୍ୟକାର…
Read More...

ଟ୍ରକ୍‌ରୁ ଜବତ ହେଲା ୬ କ୍ୱିଣ୍ଟାଲ ଗଞ୍ଜେଇ, ୨ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ଟ୍ରକ୍‌ରୁ ଜବତ ହୋଇଛି ୬ କ୍ୱିଣ୍ଟାଲ ଗଞ୍ଜେଇ । ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ କେନ୍ଦ୍ରୀୟ ସ୍କ୍ବାର୍ଡ ଏକ ଟ୍ରକରୁ ୬.୨୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍‌ଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ…
Read More...

କରୋନା କଟକଣାକୁ ଫୁ : ଲୋକଙ୍କ ପ୍ରବଳ ଭିଡରେ ଚାଲିଛି ଖୋଲମ୍‌ଖୁଲା ଦୋକାନ ବଜାର

ବୌଦ୍ଧ, (ମମତା ମହାକୁର) : ଗତ ୫ ତାରିଖରୁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଜିଲ୍ଲାରେ ବଳବତ୍ତର ରହିଛି କିନ୍ତୁ ଲାଗୁଛି ଯେମିତି ସାହାଜପାଲ୍ ବଜାର ଏ ସବୁର ଉଦ୍ଧ୍ୱର୍ରେ । ସକାଳ ୬ ଘଣ୍ଟା ସମୟରୁ ୧୧ ଘଣ୍ଟା ସମୟ ମଧ୍ୟରେ…
Read More...

ବେକରେ ରସି ଲଗାଇ ଆତ୍ମହତ୍ୟା

ବୌଦ୍ଧ, (ବଂଶୀଧର ମାଝୀ) : ମନମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କରପାଲି ଗ୍ରାମରେ ଜନୈକ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଆଜି ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ ଗତକାଲି ରାତିରେ ଝିଙ୍କରପାଲି ଗ୍ରାମର ରଙ୍କ ପୁଟେଲ(୫୦) ଆର୍ଥିକ ସମସ୍ୟା ଯୋଗୁଁ…
Read More...

ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ : ଗାଡି ଡ୍ରାଇଭର ଥାନାରୁ ଛୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବସଷ୍ଟାଣ୍ଡ ଛକଠାରେ ଏକ ଟୟୋଟା ଗାଡି ଓଆର୍‌୦୨ ଏ୨୬୪୩ ପ୍ରେସଲେଖା ଥିବା ଗାଡ଼ିରେ ଜରି ପକେଟ କେ ୨୦ ପକେଟ ଆନୁମାନିକ ୪୦ କେଜି ଗଞ୍ଜେଇ ଭର୍ତିଗାଡିକୁ କଣ୍ଟାମାଲ ପୋଲିସ ସଂନେ୍‌ନ୍ଦହକରି ଗାଡ଼ିକୁ ଧରିଥିଲା । ଗାଡ଼ିରେ ଜଣେ ମାତ୍ର…
Read More...

ବୃଦ୍ଧଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ : ସାଧାରଣରେ ନିନ୍ଦା

ବୌଦ୍ଧ, (ମମତା ମହାକୁର) : ଗତକାଲି ଅପରାହ୍ନ ୩ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଢିଆଲି ଗ୍ରାମର ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ କରି ବସ୍ତା ଲଦିଲା ପରି ବାଇକରେ ଲଦି ମରିଗଲେ ଭାବି ତାଲପଡା ନାଳକୁ ଫିଙ୍ଗି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କିତ ଗୋଟିଏ ଭିଡ଼ିଓ ମଧ୍ୟ…
Read More...