କଣ୍ଟାମାଳ ବନାଞ୍ଚଳରେ ଝିଙ୍କ ଉଦ୍ଧାର
ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ସୁଳିଆ ଗ୍ରାମର ରାଧାକାନ୍ତ ସେଠୀ(୨୫)ଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ଜୀବିତ ଅବସ୍ଥାରେ ଥିବା ଏକ ଜଙ୍ଗଲୀ ଝିଙ୍କ ଜବତ କରାଯାଇ ରାଧାକାନ୍ତ!-->…
Read More...
Read More...