Browsing Tag

boudh news

ମହିଳା କମିଶନଙ୍କ ବୌଦ୍ଧ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବୌଦ୍ଧ, (ବଂଶୀଧର ମାଝୀ) : ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ମହିଳା କମିଶନଙ୍କ ମହିଳା ସଚେତନତା ଶିବିର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୌଦ୍ଧ ଟାଉନହଲ ପରିସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୫ ଜଣ ଆଶାକର୍ମୀ, ମହାବିଦ୍ୟାଳୟ ୨୦ ଜଣ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ଶନିବାର ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ତା ୨୫.୧୧.୨୦୨୧ ରିଖ ଦିନ ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନୂଆ ସ୍ମାର୍ଟକାର୍ଡ ବଣ୍ଟନ
Read More...

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜନ ଜାଗରଣ ଅଭିଯାନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ଵରେ ଜନ ଜାଗରଣ ଅଭିଯାନ ରବିବାର ଜୋନ୍ ନଂ.୧ ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂଗ୍ରେସ କର୍ମୀଙ୍କ ଏକ ଶୋଭାଯାତ୍ରା ଘଣ୍ଟାପଡାରୁ ବାହାରି
Read More...

ଘଣ୍ଟାପଡା ଅଞ୍ଚଳରୁ ବାଘଛାଲ ଜବତ : ଜଣେ ଗିରଫ୍

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ବଢି ଚାଲିଛି । ଲଗାତାର ବନ୍ୟପ୍ରାଣୀମାନଙ୍କୁ ଶିକାରୀମାନେ ଶିକାର କରୁଛନ୍ତି । ଏମିତି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଏସବୁ ସତ୍ତ୍ବେ ବନବିଭାଗ କର୍ମଚାରୀଙ୍କ ଚେତା ପଶୁନି । ଫଳରେ ବିଭାଗୀୟ କାର୍ଯ୍ୟଦକ୍ଷତା
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାମ୍ବାଦିକଙ୍କୁ ଶପଥ ପାଠ କରାଇଲେ ଜିଲ୍ଲା ଓ ଲୋକ ସମ୍ପର୍କ ଅଧିକାରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା
Read More...

ନିଟ ପିଜିରେ ସର୍ବଭାରତୀୟ ସ୍ତରରେ ୧୨୯୧ ରାଙ୍କରେ ସଫଳତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପଲସାଗୋରା ଶିକ୍ଷକ ନୀଳମଣି ପଣ୍ଡା ଓ ଶିକ୍ଷୟତ୍ରୀ ଜାହ୍ନବୀ ମିଶ୍ରଙ୍କ କନିଷ୍ଠ ପୁତ୍ର ଡ଼ା. ଶିଶିର କୁମାର ପଣ୍ଡା ସର୍ବଭାରତୀୟ ନିଟ ପରୀକ୍ଷାରେ ବିନା କୋଚିଙ୍ଗରେ ଭାରତୀୟ ରାଙ୍କ ୧୨୯୧ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଡା. ଶିଶିର ୨୦୧୪ ମସିହାରେ
Read More...

ଆଦିବାସୀ ସମନ୍ୱୟ ସମିତିର ନୂଆଁଖାଇ ଭେଟ୍‌ଘାଟ୍‌

ବୌଦ୍ଧ, (ବଂଶୀଧର ମାଝୀ) : ସଭାପତି ସାମନ୍ତମାଝୀଙ୍କ ଆହ୍ୱାନକ୍ରମେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ପଡିଆରେ ଆଦିବାସୀ ସମନ୍ୱୟ ସମିତି ଦେଢେଣମାଳ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଦିବାସୀମାନେ ପାରଂପାରିକ ବେଶ ପୋଷାକରେ
Read More...

ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗାଁରେ ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଶିଶୁ ଜଣକ ହେଲେ ହରଭଙ୍ଗା ଥାନା ଧଳପୁର ପଞ୍ଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପୁଅ ରଜତ
Read More...

ଖଡଙ୍ଗ ନଦୀ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୩ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଫାଣ୍ତି ଅଧିନ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ନିକଟ ଖଡଙ୍ଗ ନଦୀ ସେତୁରେ ବାଇକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ମର୍ମନ୍ତୁଦ ଦୂର୍ଘଟଣା ଘଟି ୩ ଗୁରୁତର ଆହତ । ଆହତ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ
Read More...

ଲୋକନାଥ ରଣା ନିଖୋଜ ମାମଲା : ହତ୍ୟା ଆଶଙ୍କା, ସାନ ଭାଇ ଥାନାରେ ଅଟକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ଗତ ୧୨ ତାରିଖ ସନ୍ଧ୍ୟାରୁ ଘରୁ କେଉଁ ଆଡେ ଗଲେ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇବାରୁ ନିଖୋଜ ବିଷୟରେ ପିତା
Read More...