Browsing Tag

boudh news

ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବିଳନୀ ଅନୁଷ୍ଠିତ : ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ମାନମୁଣ୍ଡ। ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରାସନ ୫ ଖାରବେଳ ନଗର ଭୁବନେଶ୍ୱର ଓଡିଶା ଆନୁକୂଲ୍ୟରେ ଆଞ୍ଚଳିକ ସଂପାଦିକା ଅନିତା ମେହେରଙ୍କ ଉଦ୍ୟମରେ ଜାତୀୟ ଶିକ୍ଷାନୀତି ଉପରେ ଗତକାଲି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
Read More...

ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ରହନ୍ତି ସେବ ଭୋଇ । ସୂଚନା ଅନୁସାରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ସଂସାର । ଦୁଇବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଖୁବ ଅସହାୟ ହୋଇ ପଡିଛନ୍ତି । ସରକାରୀ ସହାୟତା କହିଲେ ବିଧବା
Read More...

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ବିଜେପି ରାଜ୍ୟ ସାଧାରଣ ସଂପାଦିକ ଲେଖାଶ୍ରୀ ସାମନ୍ତସିଂହାର ମଙ୍ଗଳବାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡାଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧା ସଳଖ ଆମ୍ବଗାଁ ଠାରେ
Read More...

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପନ୍ନ ବୌଦ୍ଧ ଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ
Read More...

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯିବା ସହିତ ୱେବଲିଙ୍କ ଦିଆଯାଇଥିଲା । କରୋନା କଟକଣାକୁ
Read More...

ବରଗାଁ ପଞ୍ଚାୟତରେ ହିତାଧିକାରୀ ଅସନ୍ତୋଷ : ରନ୍ଧା ବସାଇ ଦିନସାରା ରହିଲେ, ଚାଉଳ ନପାଇ ଫେରିଗଲେ

ବୌଦ୍ଧ, (ବଂଶୀଧର ମାଝୀ) : ପିଡିଏସ୍‌ ଚାଉଳ ନେବା ପାଇଁ ପଞ୍ଚାୟତକୁ ଆସିଥିଲେ ହିତାଧିକାରୀ । ପୂର୍ବାହ୍ନ ପର୍ଯ୍ୟନ୍ତ ଚାଉଳ ପାଇ ପାରିଲେନି । ବୁଝିବାରୁ ସରଭର ଡାଉନ ସମସ୍ୟା ଦେଖା ଦେଇଥିବା ଜାଣିବାକୁ ପାଇଥିଲେ । ଫଳରେ ରୋଷେଇ ବାସ କରି ସକାଳୁ ସନ୍ଧ୍ୟା ଯାଏ ଅପେକ୍ଷା ବି କଲେ । ଶେଷରେ
Read More...

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଆଜି ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି । ପ୍ରମୁଖ ଦାବୀଗୁଡିକ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ଆଉ ଏକ ନୂତନ
Read More...

ବୌଦ୍ଧ ଏନ୍‌ଏସି ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ

ବୌଦ୍ଧ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଶ୍ରୀଯୁକ୍ତ ଅମାତଙ୍କ ଆହ୍ଵାନ ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପ୍ରାତଃ ଘ. ୪. ୩୦ମି. ସମୟରେ ଡାକବାଦି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ
Read More...

ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମନମୁଣ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘର ଏକ ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ସତ୍ୟଜିତ ପଣ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୱେବ ମିଡିଆ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ବିଷୟରେ
Read More...

ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଠାରେ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବରେ ଜୋଷ୍ଣ।ମୟୀ ଦୀକ୍ଷିତ ପାରାୟଣ ଗାୟନ କରିଥିବା ବେଳେ ବର୍ଷା ରାଣୀ ବହିଦାର ସହଯୋଗ କରିଥିଲେ । ଅନେକ ଦର୍ଶକଙ୍କ ଦେଖିବା ପାଇଁ ଭିଡ଼ ଲାଗି
Read More...