ବିଶ୍ୱ ମହିଳା ଦିବସରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମ୍ବର୍ଦ୍ଧିତ
ବୌଦ୍ଧ, (ବଂଶୀଧର ମାଝୀ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ରୀତାକାନ୍ତି ବଳିୟାର ସିଂହଙ୍କୁ ଜିଲ୍ଲାର ପ୍ରଥମ ମହିଳା ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଉପଢୌକନ ଏବଂ ଫୁଲତୋଡ଼ା ଦେଇ!-->…
Read More...
Read More...