ସ୍ୱର୍ଗତ ଚାଳକ ପରିବାରକୁ ବସ କର୍ମଚାରୀ ସଂଘର ସହାୟତା
ବୌଦ୍ଧ, (ବଂଶୀଧର ମାଝୀ) : ମା' ଭୈରବୀ ବସ କର୍ମଚାରୀ ସଙ୍ଘ, ବୌଦ୍ଧ ତରଫରୁ ବସ ଚାଳକ ସ୍ୱର୍ଗତ ବସୁଦେବ ସୁଆରଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସଙ୍ଘ ସଂପାଦକ ଦିଲ୍ଲୀପ କୁମାର ସାହୁ, ସଦସ୍ୟ ଅନିଲ କୁମାର ମହାନନ୍ଦିଆ, ସୁରେନ୍ଦ୍ର ପ୍ରଧାନ, ହର୍ଷ ଦୀପ, ଅମିତ ରାଜ ପ୍ରମୁଖ!-->…
Read More...
Read More...