କବି ଦିଲ୍ଲୀପ ମହାନ୍ତିଙ୍କ କବିତା ପୁସ୍ତକ ଉନ୍ମୋଚନ
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସୁନାମଧନ୍ୟ କବି, ନାଟ୍ୟକାର ତଥା ସୁସାହିତ୍ୟିକ ଦିଲ୍ଲୀପ କୁମାର ମହାନ୍ତିଙ୍କ ଦଶମ ପୁସ୍ତକ କୋଶଲି ବ୍ୟଙ୍ଗ କବିତା ସଂକଳନ "ଇହାଦେ ଗୁଟେ ମଜା ହେଲା" ଉନ୍ମୋଚିତ ହୋଇଯାଇଛି । ରବିବାର ବୌଦ୍ଧ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ!-->…
Read More...
Read More...