Browsing Tag

boudh news

ବୌଦ୍ଧ ଜିଲ୍ଲାରେ ରେକର୍ଡ ଭୋଟରେ ଶଙ୍କର୍ଷଣଙ୍କ ବିଜୟ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି ବିଜେଡିର ୦୩ ନମ୍ବର ଜୋନର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶଙ୍କର୍ଷଣ ପ୍ରଧାନ । ଶ୍ରୀ ପ୍ରଧାନ ଖଟଖଟିଆ ଗ୍ରାପର ଅଧିବାସୀ ଥିବା ବେଳେ ୦୮ ଗୋଟି ପଂଚାୟତକୁ ନେଇ ଗଠିତ ୦୩ ନଂ. ଜିଲା ପରିଷଦ ଜୋନ ମନମୁଣ୍ଡା,
Read More...

ପାରିବାରିକ କଳହ ଯୋଗୁଁ ୧୨ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବାଉଶୁଣି ଥାନା ମଙ୍ଗଲମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମଙ୍ଗଲମୁଣ୍ଡା ଗ୍ରାମରେ ପାରିବାରିକ କଳହ ଯୋଗୁଁ ନିଜର ୧୨ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ନୃଶଂସ ବାପା । ଏପରିକି ମାନସିକ ଭାରସାମ୍ୟ ହରାଇ
Read More...

ୟୁକ୍ରେନରେ ଫସି ରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ସାହିଲ ମହାପାତ୍ର : ପୁଅକୁ ଉଦ୍ଧାର ପାଇଁ ପିତା…

ବୌଦ୍ଧ, (ମମତା ମହାକୁର) : ୟୁକ୍ରେନ ଉପରେ ରୁଷିଆର ଘନଘନ ଆକ୍ରମଣ ଜାରି ରହିଥିବା ବେଳେ ସେଠାରେ ଅନ୍ୟ ଭାରତୀୟ ଛାତ୍ରଙ୍କ ମଧ୍ୟରେ ଫସି ରହିଛନ୍ତି ବୌଦ୍ଧ ସହର ଜଣେ ଯୁବକ ସିଦ୍ଧାର୍ଥ ରାହୁଲ ମହାପାତ୍ର । ସିଦ୍ଧାର୍ଥଙ୍କ ଘର ବୌଦ୍ଧ ସହର ସ୍ଥିତ ରାମେଶ୍ୱର ବିହାରରେ । ସେ ୟୁକ୍ରେନର ରାଜଧାନୀ
Read More...

ବୌଦ୍ଧ ପ୍ରଥମ ପର୍ଯ୍ୟାୟରେ ୨ ବିଜେଡି ୧ ବିଜେପି ବିଜୟୀ

ବୌଦ୍ଧ, (ମମତା ମହାକୁର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବୌଦ୍ଧ ୯ ଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଗଣତିରେ କଣ୍ଟାମାଲ ବ୍ଲକର ୧ ନଂ ଜୋନ ଜିଲ୍ଲା ପରିଷଦ ଜୋନ ବିଜେଡି ପ୍ରାର୍ଥୀ ସୁମିତ୍ରା ସାହୁ ୨୨୬୪ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ପଦ କଂହରଙ୍କ ଠାରୁ ବିଜୟୀ
Read More...

ମାର୍ଯ୍ୟାତିପୁର ଛକରେ ବାଇକ ଧକ୍କାରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ : ଗୁରୁତର ଆହତ ଚାଳକ ମେଡିକାଲରେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ପଂଚାୟତର ମାର୍ଯ୍ୟାତିପୁର ଛକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ଅବସ୍ଥାରେ ବୌଦ୍ଧ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ମର୍ଜାଦପୁର ଛକ ନିକଟରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ବାଇକ୍ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର
Read More...

ରାଇଠାଣି ବାଏପାସ ରାସ୍ତାରେ ୨୧ କେଜି ଗଂଜେଇ ଜବତ : ୩ ବଙ୍ଗିୟ ମହିଳା ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରୁଥିବା ୩ଜଣ ବଙ୍ଗୀୟ ମହିଳାଙ୍କୁ ବୌଦ୍ଧ ପୁଲିସ ଗିରଫ କରି ସେମାନଙ୍କ ନିକଟରୁ ୨୧ କିଲୋ ଗଂଜେଇ ଜବତ କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ତିିନି
Read More...

ବିରିଘାଟ ଜଙ୍ଗଲରୁ ମିଳିଲା ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ଶବ : ପ୍ରେମ ଜନିତ ହତ୍ୟା ଅଭିଯୋଗ, ସ୍ୱିକାର କଲା ପ୍ରେମିକା

ବୌଦ୍ଧ, (ବଂଶୀଧର ମାଝୀ) : ଶିକ୍ଷକ ନିଖୋଜ ଘଟଣାର ଦୀର୍ଘ ୧୨ ଦିନପରେ ମିଳିଲା ଅର୍ଦ୍ଧଦଗ୍ଧ ଶବ । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ନିଜ ଗାଁ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିଲେ । ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ସଂପର୍କୀୟ ଭାଇ ବିଜେ ସହ ଏକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ମାନେଶ୍ୱର ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ତାଳସର୍ଡା ଗ୍ରାମର କେଶବ ରଣବିଡ଼ା ଓ ସ୍ତ୍ରୀ ରୁକୁଣି ରଣବିଡା ବୋଲି ଜଣାପଡଇଛି । ତେବେ ଘଟଣାସ୍ଥଳରେ ପୋଲିସ
Read More...

ଶିକ୍ଷକ ନିଖୋଜ ଘଟଣା : ୧୨ଦିନ ପରେ ମିଲିଳା ଗଳିତ ଶବ

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ବନ୍ଧ ସରିଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବା ମଧ୍ୟ ସରିଥିଲା । ଆସନ୍ତା ମାର୍ଚ୍ଚ ୯ ତାରିଖରେ ବିବାହ ହୋଇଥାନ୍ତା କିନ୍ତୁ ପୁଅର ହତ୍ୟା ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର
Read More...