Browsing Tag

borigumma news

ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ

ବୋରିଗୁମ୍ମା, (ଏସ୍. ସୁନ୍ଦରମ୍‌) : ବୋରିଗୁମ୍ମା ଅଞ୍ଚଳରେ ଅବକାରୀ ଧରପଗଡ଼ । ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ । ଘନ ଘନ ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଜବତ କରି, ସେହି ସ୍ଥାନରେ ନଷ୍ଟ କରି ଦେଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୋରିଗୁମ୍ମା ଅବକାରୀ ବିଭାଗ,
Read More...

ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରୁ ଚୋରି ଅଭିଯୋଗ

ବୋରିଗୁମ୍ମା : ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରେ ଗତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ କରିଛନ୍ତି ପୂଜକ । ସୂଚନାନୁଯାୟୀ, ଆଜି ସକାଳୁ ସକାଳୁ ମନ୍ଦିରର ମୁଖ୍ୟ ପୂଜକ ନୀତିକାନ୍ତି ପାଇଁ ଆସି ଦ୍ୱାର ଖୋଲିବା ବେଳେ ମନ୍ଦିର ଘଣ୍ଟି ନଥିବା ଦେଖିବାକୁ ପାଇଥିଲେ
Read More...

ସିରିଜ୍ ଦୁର୍ଘଟଣାରେ ୩ ମୃତ

ବୋରିଗୁମା : ବୋରିଗୁମ୍ମା ବିଜାପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଛତିଶଗଡ଼ ଜଗଡଲପୁରରୁ ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଆସୁଥିଲା । ଆରପଟରୁ ଏକ ବାଇକ, ଟ୍ରାକ୍ଟର ଓ ଅଟୋ ଯାଉଥିଲା । ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ବାଇକ ଏବଂ ଅଟୋକୁ ଧକ୍କା ଦେଇ ଏକ
Read More...