Browsing Tag

borigumma news

କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ବୋରିଗୁମ୍ମା, (ଏସ. ସୁନ୍ଦରମ୍‌) : ଦୁର୍ଘଟଣାରେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ । ସୂଚନା ଆନୁଯାୟୀ ଗତକାଲି ରାତିରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁ ଜାତୀୟ ରାଜପଥ ନିକଟରେ ଏକ ବାଇକକୁ ପଛପଟୁ ଏକ ଏକ୍ସୟୁଭି କାର ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ
Read More...

ପ୍ରେମ ପାଇଁ ମା’-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା

ବୋରିଗୁମ୍ମା : ପ୍ରେମ ପାଇଁ ମା'-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା । ପ୍ରେମିକ ସହ ମିଶି ଘଟାଇଲା ନାରକୀୟ କାଣ୍ଡ । ମା' ଓ ଭାଇକୁ ଝିଅ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସୂଚନାଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ରୋଡ଼ରେ ଝିଅ ଏବଂ ପୁଅ ସହ ରହୁଥିଲେ
Read More...

ପ୍ରଶାସନର ନଜରକୁ ଆଣିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ

କାଦୁଅ ପଚପଚ ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମର ଶହ ଶହ ମହିଳା ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ପ୍ରଶାସନର ନଜରକୁ ଆଣିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ କରି କାଦୁଅ ପଚପଚ ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମର ଶହ ଶହ ମହିଳା । ଏଭଳି ଏକ ନିଆଁରା ପ୍ରତିବାଦର ସ୍ୱର ଉଠାଇଛନ୍ତି
Read More...

ଭୈରବ ମନ୍ଦିରରେ ଚୋରି : ରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଦୁର୍ବୃତ୍ତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ବୋରିଗୁମ୍ମାର ଆରାଧ୍ୟ ଦେବତା ଭୈରବ ମନ୍ଦିରରେ ଚୋରି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋରିଗୁମ୍ମା ଭୈରବ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ଠାକୁରଙ୍କ ରୁପା ମୁକୁଟ, କାନଫୁଲ, ଅଳଙ୍କାର ସମେତ ଦାନ ହୁଣ୍ଡି
Read More...

ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ) : କଥାରେ ଅଛି ଚାଷ କାମ ଯାହାର କି ସୁଖ ତାହାର କିନ୍ତୁ ଚାଷୀଙ୍କୁ କେତେବେଳେ ଅଦିନିଆ ବର୍ଷା ଦାଉ ସାଧୁଛି ତ କେତେବେଳେ ଟୋକନ୍ ଟେନ୍ସନ ଆଉ କେତେବେଳେ କଟ୍‌ନୀ ଛଟ୍‌ନୀ । ନିଜ ଉପାର୍ଜିତ ଅମଳ ଧାନ ବିକ୍ରି ପାଇଁ ଶେଷରେ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି ।
Read More...

ସୁଭଦ୍ରା ଯୋଜନାରେ ନାମ ପଞ୍ଜୀକରଣ ପାଇଁ ବୋରିଗୁମ୍ମା ବ୍ଲକରେ ଟଙ୍କା ଆଦାୟ ଅଭିଯୋଗ

ବୋରିଗୁମ୍ମା, (କେପିଏନ୍‌ଏସ୍‌) : ବୋରିଗୁମ୍ମା ବ୍ଲକ ସଦର ଥିବା ବିଭିନ୍ନ ଜନସେବା କେନ୍ଦ୍ର ତଥା ସାଇବର କେଫ ଠାରେ ସୁଭଦ୍ରା ଯୋଜନା ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ କରାଯାଇଛି ।ଅଙ୍ଗନୱାଡି କର୍ମୀ ସୁଭଦ୍ରା ଫର୍ମ ଦେଇଛନ୍ତି । ହିତାକାରୀମାନେ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରୁଛନ୍ତି
Read More...

ମାଳିଗୁଡା ପାହାଡ଼ରୁ ଖସୁଛି ମାଟି ଅତଡ଼ା : ଗାଁରେ ପଶୁଛି ପଥର ଓ ପାଣି, ଗ୍ରାମବାସୀ ଭୟଭୀତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବା ଫଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତ ମାଳିଗୁଡା ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି । ମାଳିଗୁଡା ଗ୍ରାମ ପାହାଡ଼ର ପାଦଦେଶରେ ରହିଥିବା ହେତୁ ଗତ
Read More...

କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଶହ ଶହ ଏକର ଧାନ ନଷ୍ଟ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଶହ ଶହ ଏକର ଧାନ ନଷ୍ଟ ହେବା ସହ ଘରେ ଘରେ ବର୍ଷା ପାଣି ପସିଥିବା ଜଣାପଡ଼ିଛି । ଆଜି ସକାଳ ୮ଟା ସମୟରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ
Read More...

ସି. ଏସ୍‌. ଏନ୍‌. ଆର୍‌ ଆନୁକୂଲ୍ୟରେ କୋଟପାଡ଼ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ) : ଆଜି ସି. ଏସ୍‌. ଏନ୍‌. ଆର୍‌ ଆନୁକୂଲ୍ୟରେ କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି କୋରାପୁଟ ଜିଲ୍ଲା କର୍ଡିନେଟର ତଥା ଆଇନଜୀବୀ ଅଜୟ କୁମାର ଖସଲାଙ୍କ ଅଧ୍ୟକ୍ଷତାରେ
Read More...

ପୋଲିସ ପଞ୍ଝାରେ ବାଇକ୍ ଚୋର : ୧୫ ବାଇକ୍ ଜବତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍) : ଦୀର୍ଘ ଦିନ ଧରି ବୋରିଗୁମ୍ମା ଥାନା ଅଞ୍ଚଳରେ ବେଶ୍ ସକ୍ରିୟ ଥିଲେ ବାଇକ୍ ଲୁଟେରା ଦଳ । ଏମିତି କି ଗତ ୩ ମାସ ମଧ୍ୟରେ ବୋରିଗୁମ୍ମା ଅଞ୍ଚଳରୁ ୧୬ରୁ ଅଧିକ ବାଇକ୍ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାକି ବୋରିଗୁମ୍ମା ପୋଲିସ ପାଇଁ
Read More...