ଭେଣ୍ଡିଙ୍ଗ ଜୋନ୍ ଅଗ୍ନିକାଣ୍ଡ ଘଟଣାର ବିପନ୍ନ ମାନଙ୍କୁ ଭୁବନେଶ୍ୱର ସାଂସଦଙ୍କ ସହାୟତା
ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ରାଜଧାନୀ ସ୍ଥିତ ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡ ଜନିତ ନିଜର ଜୀବିକା ହରାଇଥିବା ବ୍ୟକ୍ତିବର୍ଗଙ୍କୁ ଭେଟି ଆଶ୍ୱାସନା ଦେଇ ସମସ୍ୟା ସମ୍ପର୍କରେ ବୁଝିଥିଲେ ।!-->…
Read More...
Read More...