Browsing Tag

bhubaneswar news

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶ୍ରୀ ନଡ୍ଡା…
Read More...

କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ନ ସାଢେ ୪ ଟାରେ ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ । ଏହା ସହ…
Read More...

ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିବା ପରେ ଟ୍ରଫି ଓଡ଼ିଶା ଫେରିଛି । ଭୁବନେଶ୍ଵର ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଓ କ୍ରୀଡ଼ା ମନ୍ତ୍ରୀ ସ୍ଵାଗତ କରିଛନ୍ତି । ଭୁବନେଶ୍ଵର ମହାନଗର ନିଗମକୁ…
Read More...

ସାହିତ୍ୟିକ ଗାୟତ୍ରୀବାଳା ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖ୍ୟାତିସମ୍ପନ୍ନ ସାହିତ୍ୟିକ ଗାୟତ୍ରୀବାଳା ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଗାୟତ୍ରୀଙ୍କ ଏହି ସମ୍ମାନ ରାଜ୍ୟ ପାଇଁ ଗର୍ବ ଓ ଗୌରବ । ଏହି ପୁରସ୍କାର ତାଙ୍କ କ୍ୟାରିଅରର ଏକ…
Read More...

କଳିଙ୍ଗ ଉତ୍ସବ- ୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଠାରେ ଦୁଇ ଦିନିଆ କଳିଙ୍ଗ ଉତ୍ସବ ୨୦୨୨ ଉଦ୍‌ଘାଟିତ ହୋଇଯାଇଛି । କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍‌ଓଡି ପ୍ରଫେସର୍ ରମେଶ ଚନ୍ଦ୍ର ଗୌର, ସଂସ୍କୃତି ବିଭାଗର ଯୁଗ୍ମ…
Read More...

କମଳା ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଲେଖିକା କମଳା ଶତପଥୀ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ । ତେଲୁଗୁ ଉପନ୍ୟାସ 'ଭେନ୍ଦି ମେଘମ' ପୁସ୍ତକର ଓଡ଼ିଆ ଅନୁବାଦ 'ସୁନେଲି ବାଦଲ' ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ମୂଳ ତେଲୁଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ ।…
Read More...

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ

ମା' ମଙ୍ଗଳା ପୀଠର ହେବ ଉନ୍ନତିକରଣପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶଶ୍ରୀ ଜଗନ୍ନାଥ ମେଡିକାଲ କଲେଜ teaching hospital କାମ ଜୁନ ୨୦୨୩ ସୁଦ୍ଧା ଶେଷ ହେବକୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର,…
Read More...

କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଧବଳେଶ୍ୱର ପୋଲର ନିର୍ମାଣ କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂତନ ହାଇଲେବୁଲ ସେତୁର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶଧବଳେଶ୍ୱର ଝୁଲାପୋଲର ମରାମତି ଓ ନବୀକରଣ ପାଇଁ ଫେବୃୟାରୀ ୨୦୨୩ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା ସାରିବା ପାଇଁ ପରାମର୍ଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନଦୀ ଉପରେ ନୂତନ ଧବଳେଶ୍ୱର ହାଇଲେବୁଲ ପୋଲର…
Read More...

ଜାତୀୟ ରାଜପଥ ପ୍ରକଳ୍ପ ଜମି ଅଧିଗ୍ରହଣ ନିମନ୍ତେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଓ ଜମି ଅଧିଗ୍ରହଣ ତ୍ୱରାନ୍ୱିତ…

କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ, ସମ୍ବଲପୁର ରିଙ୍ଗ ରୋଡ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହୋଇଛିକୋଷ୍ଟାଲ ହାଇ ୱେ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶଜାତୀୟ ରାଜପଥ ୧୩୦-ସିଡିରେ ୮୦୦ ଏକର ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ଓ ଜାତୀୟ ରାଜପଥ ୪୨ ଓ ୫୫ରେ ୭୮୪ ଏକର ଜମି…
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌

ଭୁବନେଶ୍ୱର/ରାଉରକେଲା, (କେପିଏନ୍‌ଏସ୍‌) : ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଦକ୍ଷିଣ କୋରିଆ ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍‌ରେ ଦର୍ଶକଙ୍କୁ ବାରଣ କରାଯାଇଛି । ତେଣୁ…
Read More...