Browsing Tag

begunia news

ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡିଲେ ଜଣେ ହୋମ୍‌ଗାର୍ଡ : ପୋଲିସ ଜିମାରେ ଦେଲେ ଗାଁ ଲୋକେ

ବେଗୁନିଆ : ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡିଲେ ଜଣେ ହୋମ୍‌ଗାର୍ଡ । ସୂଚନା ଅନୁସାରେ ରାତିଅଧିଆ ବେଗୁନିଆ ଥାନାରୁ କାର୍‌ରେ ବାଣ ଓ ମଦ ଚୋରାଚାଲାଣ ବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖି ଗାଁ ଲୋକେ ପୋଲିସ ଜିମାରେ ଦେଇଛନ୍ତି । ତେବେ ଏହି ଚୋରା ଚାଲାଣ ଅଭିଯୋଗକୁ ହୋମଗାର୍ଡ ସ୍ୱୀକାର
Read More...

୧୩ ଗ୍ରାମ ବ୍ରାଉନସୁଗାର ଜବତ : ଜଣେ କୋର୍ଟ ଚାଲାଣ

ବେଗୁନିଆ : ବିଶେଷ ସୂତ୍ରରୁ ବାଘମାରୀ ପୋଲିସ ଅଟ୍ରି ନିକଟରେ ଥିବା ଖେଳ ପଡିଆରେ ବ୍ରାଉନସୁଗାର ବେପାର ପାଇଁ ଡିଲ ହେଉଥିବା ଖବର ପାଇଁ ଚଢାଉ କରିଥିଲା । ଚଢାଉ ସମୟରେ ଗୁରୁଜଙ୍ଗର କାହ୍ନା ନାୟକକୁ ଗିରଫ କରିବା ସହ ତାଙ୍କ ଠାରୁ ୧୩ ଗ୍ରାମ ବାଉନସୁଗାର ଜବତ କରିଥିଲା । ଜବତ ବ୍ରାଉନସୁଗାର
Read More...

ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ୩୪୦ ଲିଟର ଦେଶୀ ମଦ ଜବତ

ବେଗୁନିଆ : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଅସରଳା ଓ କୋଟସିଂ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ପାଇଁ ଥିବା ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା ସହ ୩୪୦ ଦେଶୀ ରନ୍ଧା ମଦ ସହିତ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି । ଏହାର
Read More...

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ବେଗୁନିଆ : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଶନିବାର ପାଳିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭିନ୍ନକ୍ଷମ ପିଲାମାନେ ହାତରେ ପ୍ଲାକାର୍ଡ ଧରି ବିଭନ୍ନ ସ୍ଲୋଗାନ ଦେଇ ବଜାର
Read More...

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ବେଗୁନିଆ : ସୁନେତ୍ର ଯୋଜନାରେ ବେଗୁନିଆ ବ୍ଲକର ଦୁଇଟି ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଶିବିରରେ ଦୁଇଟି କ୍ଲଷ୍ଟରର ୧୬୦ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ
Read More...

୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ବେଗୁନିଆପଡ଼ା : କେନ୍ଦ୍ର ରେଳ ଓ ହସ୍ତତନ୍ତ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦର୍ଶନା ଜର୍ଦ୍ଦୋସ୍ ୩ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି । ଏହି ଅବସରରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ଖଲ୍ଲିକୋଟ ରେଳ
Read More...

ସଡକ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ବେଗୁନିଆ : ସଡକ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆ ପୋଲିସ ପକ୍ଷରୁ ଟୀକାତାଳଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ, ଏସଆଇ ଗାୟତ୍ରୀ ଗୋଛାୟତ, ଉମାକାନ୍ତ ବେହେରା ଏବଂ ଏଏସଆଇ ସରୋଜ କୁମାର
Read More...

ଆକସ୍ମିକ ବିପତ୍ତି ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବେଗୁନିଆ : ଆକସ୍ମିକ ବିପତ୍ତି ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ବେଗୁନିଆ ବ୍ଲକରେ ଆକସ୍ମିକ ବିପତ୍ତିକୁ କିପରି ସାମନା କରାଯିବ ସେଥିପାଇଁ ବ୍ଲକ ସଭା ଗୃହରେ ବିଡିଓ ଲଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ସଡ଼କ ଦୁର୍ଘଟଣା, ୧ ମୃତ

ବେଗୁନିଆ : ବେଗୁନିଆ ଥାନା ନିକଟସ୍ଥ ଖୋର୍ଦ୍ଧା -ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ଉପରେ ଥିବା ବିଜୁ ପଟ୍ଟନାୟକ ଟାଉନ ହଲ ସାମନାରେ ଆଜି ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଶରତ କୁମାର ସାହୁ(୫୧) ବୋଲି ଜଣାପଡ଼ିଛି । ସୂଚନା
Read More...

ମଦ ପ୍ରସ୍ତୁତ ସମୟରେ ପୋଲିସର ଚଢ଼ାଉ : ୧ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଗଜାତୋଟା ଜଙ୍ଗଲରେ ବେଗୁନିଆ ପୋଲିସ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଏସପି ଅଲେଖଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ
Read More...
error: Content is protected !!