ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ ପାଳିତ
ବରଗଡ଼, (ନିରୋଜ କୁମାର ପାଣୀ) : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି । ଦ୍ରୌପଦୀ ଆଜି ଭାରତର ନବ ନିର୍ବାଚିତ ତଥା ୧୫ ତମ ରାଷ୍ଟ୍ରପତି । ରାଷ୍ଟ୍ରପତି!-->…
Read More...
Read More...