ବିଷାକ୍ତ ସାପ କାମୁଡ଼ିବାରୁ ମା ଓ ପୁଅ ମୃତ
ବରଗଡ଼, (ନିରୋଜ କୁମାର ପାଣୀ) : ସାପ କାମୁଡାରେ ମା ଓ ପୁଅ ମୃତ । ମୃତକ ମାନେ ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ନିବାସୀ କ୍ଷିରୋଦ୍ର ପଧାନଙ୍କ ପତ୍ନୀ ସୁନିତା ପଧାନ (୩୬) ଏବଂ ସାତ ବର୍ଷର ପୁତ୍ର ପିଉସ ପଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ!-->…
Read More...
Read More...