କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ରନର ଅପ୍ ହେଲେ ବିଜେପୁରର ଅମିତ ମେହେର
ବରଗଡ, (କେପିଏନ୍ଏସ୍) : କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ ଜିଲ୍ଲା ବିଜେପୁରର ଅମିତ ମେହେର ସାରା ଭାରତରୁ ୮୦ ଜଣଙ୍କୁ ପଛରେ ପକାଇ ରନର୍ ଅପ୍ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସେ ଆଗରୁ ମିଷ୍ଟର ଓଡିଶା ମଧ୍ୟ ହୋଇସାରିଛନ୍ତି ।
Read More...
Read More...